‘ଲୋକ ସଭା ନିର୍ବାଚନରେ ୩୭୦ରୁ ଅଧିକ ଆସନରେ ଜିତିବ ଭାଜପା’
ନୂଆଦିଲ୍ଲୀ,୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ପଦ୍ମ ବିଭୂଷଣ ତୁଳସୀ ପୀଠାଧୀଶ୍ୱର ସ୍ବାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ବଡ଼ ଭବିଷ୍ୟବାଣୀ କରିଛନ୍ତି। ନିର୍ବାଚନରେ ଭାଜପା ୩୭୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶ ମେହରରେ ମା’ ଶାରଦାଙ୍କୁ ଦର୍ଶନ କରିବା ଲାଗି ପହଞ୍ଚିଥିବା ବେଳେ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଭାଜପା ୩୭୦ ଆସନରେ ଜିତିବ। ଭାରତ ଯୋଡୋ ଯାତ୍ରାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ନାହିଁ। କହିରଖୁଛୁ, ଲୋକ […] The post ‘ଲୋକ ସଭା ନିର୍ବାଚନରେ ୩୭୦ରୁ ଅଧିକ ଆସନରେ ଜିତିବ ଭାଜପା’ appeared first on Dharitri Odia News.
ନୂଆଦିଲ୍ଲୀ,୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ପଦ୍ମ ବିଭୂଷଣ ତୁଳସୀ ପୀଠାଧୀଶ୍ୱର ସ୍ବାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ବଡ଼ ଭବିଷ୍ୟବାଣୀ କରିଛନ୍ତି। ନିର୍ବାଚନରେ ଭାଜପା ୩୭୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି।
ମଧ୍ୟପ୍ରଦେଶ ମେହରରେ ମା’ ଶାରଦାଙ୍କୁ ଦର୍ଶନ କରିବା ଲାଗି ପହଞ୍ଚିଥିବା ବେଳେ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଭାଜପା ୩୭୦ ଆସନରେ ଜିତିବ। ଭାରତ ଯୋଡୋ ଯାତ୍ରାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ନାହିଁ।
କହିରଖୁଛୁ, ଲୋକ ସଭା ନିର୍ବାଚନ ୨୦୨୪ ଲାଗି ଭାଜପା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ତାଲିକାରେ ଭାଜପା ୧୯୫ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ବାରଣାସୀ ଆସନରୁ ଲଢ଼ିବାକୁ ଯାଉଛନ୍ତି।
The post ‘ଲୋକ ସଭା ନିର୍ବାଚନରେ ୩୭୦ରୁ ଅଧିକ ଆସନରେ ଜିତିବ ଭାଜପା’ appeared first on Dharitri Odia News.