ଲୋକ ସଭାରେ ଆଗତ ହେଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍, ବିରୋଧୀଙ୍କ ଜୋରଦାର ବିରୋଧ
ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ ଆଗତ କରିଛନ୍ତି। ଏହି ବିଲ୍କୁ କଂଗ୍ରେସ, ଟିଏମ୍ସି, ସମାଜବାଦୀ ପାର୍ଟି ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏକ ନୂତନ ସମ୍ବିଧାନ ଆଣିବା। ସମ୍ବିଧାନରେ ସଂଶୋଧନ କରିବା ଗୋଟିଏ କଥା, କିନ୍ତୁ ଏକ ନୂତନ ସମ୍ବିଧାନ ଆଣିବା ଆରଏସଏସ ଏବଂ ପିଏମ ମୋଦିଙ୍କ ଅସଲ ଉଦ୍ଦେଶ୍ୟ ବୋଲି […] The post ଲୋକ ସଭାରେ ଆଗତ ହେଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍, ବିରୋଧୀଙ୍କ ଜୋରଦାର ବିରୋଧ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ ଆଗତ କରିଛନ୍ତି। ଏହି ବିଲ୍କୁ କଂଗ୍ରେସ, ଟିଏମ୍ସି, ସମାଜବାଦୀ ପାର୍ଟି ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏକ ନୂତନ ସମ୍ବିଧାନ ଆଣିବା। ସମ୍ବିଧାନରେ ସଂଶୋଧନ କରିବା ଗୋଟିଏ କଥା, କିନ୍ତୁ ଏକ ନୂତନ ସମ୍ବିଧାନ ଆଣିବା ଆରଏସଏସ ଏବଂ ପିଏମ ମୋଦିଙ୍କ ଅସଲ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ସେହିପରି ସମାଜବାଦୀ ପାଟ ଏମ୍ପି ଧର୍ମେନ୍ଦ୍ର ଯାଦବ କହିଛନ୍ତି ଯେ ଏହି ବିଲ ମୁସଲମାନ ବିରୋଧୀ। ମୁଁ ଏହି ବିଲକୁ ବିରୋଧ କରୁଛି।
The post ଲୋକ ସଭାରେ ଆଗତ ହେଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍, ବିରୋଧୀଙ୍କ ଜୋରଦାର ବିରୋଧ appeared first on Dharitri Odia News.