ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ
ସମ୍ବଲପୁର: ସମ୍ବଲପୁର ସାମ୍ବାଦିକ ଭବନରେ ଲୋକ ନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ କରାଯାଇଥିଲା। ଗୋକୁଳ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଜୟପ୍ରକାଶ ନାରାୟଣଙ୍କ ସଂପୁର୍ଣ୍ଣ କ୍ରାନ୍ତି ଅବ୍ କା ନାରା ହେ ଭାବି ଇତିହାସ ହମାରା ହୈ ସ୍ଲୋଗାନ ନେଇ ଆଳୋଚନା କରାଯାଇଥିଲା। ଏହାସ଼ହ ସ୍ୱର୍ଗତ ଜୟନାରାୟଣ ଜୀଙ୍କ ସଂଗ୍ରାମମୟ ଜୀବନ ଉପରେ ଆଳୋଚନା କରାଯାଇଥିଲା। ଏଥିସହ ତାଙ୍କର ସମାଜବାଦ ନାତି ନେଇ ବକ୍ତା ମାନେ ଆଲୋକପାତ କରି ତାଙ୍କ ସ୍ମୁତିଚାରଣ କରିଥିଲେ। […]

ସମ୍ବଲପୁର: ସମ୍ବଲପୁର ସାମ୍ବାଦିକ ଭବନରେ ଲୋକ ନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ କରାଯାଇଥିଲା। ଗୋକୁଳ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଜୟପ୍ରକାଶ ନାରାୟଣଙ୍କ ସଂପୁର୍ଣ୍ଣ କ୍ରାନ୍ତି ଅବ୍ କା ନାରା ହେ ଭାବି ଇତିହାସ ହମାରା ହୈ ସ୍ଲୋଗାନ ନେଇ ଆଳୋଚନା କରାଯାଇଥିଲା। ଏହାସ଼ହ ସ୍ୱର୍ଗତ ଜୟନାରାୟଣ ଜୀଙ୍କ ସଂଗ୍ରାମମୟ ଜୀବନ ଉପରେ ଆଳୋଚନା କରାଯାଇଥିଲା। ଏଥିସହ ତାଙ୍କର ସମାଜବାଦ ନାତି ନେଇ ବକ୍ତା ମାନେ ଆଲୋକପାତ କରି ତାଙ୍କ ସ୍ମୁତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁର୍ବତନ ମନ୍ତ୍ରୀ ରୋହିତ ପୂଜାରୀ, ପୁର୍ବତନ ସାଂସଦ ଭବାନୀଶଙ୍କର ହୋତା, ବିଶିଷ୍ଟ ସମାଜବାଦୀ ନେତା ବିଜୟ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସରରେ କାର୍ଯ୍ୟକ୍ରମର ଆୟୋଜକ ଗୋକୁଳ ମେହେର ନିଜର ପ୍ରତିକ୍ରିୟା ରଖିଥିଲେ।