ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିର ବାଜିମାତ୍‌ । ଲୋକସଭା ନିର୍ବାଚନରେ ବିଜେପି ୨୧ ରୁ ୨୦ ଟି ଆସନ ପୋଛି ନେଇଛି । କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ରହିବାକୁ ପଡିଛି । ହେଲେ ବିଜେଡି ଲୋକସଭା ଆସନରେ ଖାତା ଖୋଲି ପାରିନାହିଁ । ଲୋକସଭା ଆସନରେ ବିଜୟୀ ପ୍ରାର୍ଥୀ – ୧.ବରଗଡ଼-ପ୍ରଦୀପ ପୁରୋହିତ-ବିଜେପି ୨.ସୁନ୍ଦରଗଡ଼-ଜୁଏଲ […] The post ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ appeared first on KNews Odisha.

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ
bjp

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିର ବାଜିମାତ୍‌ । ଲୋକସଭା ନିର୍ବାଚନରେ ବିଜେପି ୨୧ ରୁ ୨୦ ଟି ଆସନ ପୋଛି ନେଇଛି । କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ରହିବାକୁ ପଡିଛି । ହେଲେ ବିଜେଡି ଲୋକସଭା ଆସନରେ ଖାତା ଖୋଲି ପାରିନାହିଁ ।

ଲୋକସଭା ଆସନରେ ବିଜୟୀ ପ୍ରାର୍ଥୀ –

୧.ବରଗଡ଼-ପ୍ରଦୀପ ପୁରୋହିତ-ବିଜେପି
୨.ସୁନ୍ଦରଗଡ଼-ଜୁଏଲ ଓରାମ-ବିଜେପି
୩.ସମ୍ବଲପୁର-ଧର୍ମେନ୍ଦ୍ର ପ୍ରଧାନ-ବିଜେପି
୪.କେଉଁଝର-ଅନନ୍ତ ନାୟକ-ବିଜେପି
୫.ମୟୁରଭଞ୍ଜ-ନବ ଚରଣ ମାଝୀ-ବିଜେପି
୬.ବାଲେଶ୍ୱର-ପ୍ରତାପ ଚନ୍ଦ୍ର ଷଡଙ୍ଗୀ-ବିଜେପି
୭.ଭଦ୍ରକ-ଅଭିମନ୍ୟୁ ସେଠୀ-ବିଜେପି
୮.ଢ଼େଙ୍କାନାଳ-ରୁଦ୍ର ନାରାୟଣ ପାଣି-ବିଜେପି
୯.କଳାହାଣ୍ଡି-ମାଳବିକା ଦେବୀ-ବିଜେପି
୧୦. ନବରଂଗପୁର-ବଳଭଦ୍ର ମାଝୀ-ବିଜେପି
୧୧. କନ୍ଧମାଳ-ସୁକାନ୍ତ କୁମାର ପାଣିଗ୍ରାହୀ-ବିଜେପି
୧୨.କଟକ-ଭର୍ତ୍ତୃହରି ମହତାବ-ବିଜେପି
୧୩.କେନ୍ଦ୍ରାପଡା-ବୈଜୟନ୍ତ ପଣ୍ଡା-ବିଜେପି
୧୪.ଜଗତସିଂହପୁର-ବିଭୁ ପ୍ରସାଦ ତରାଇ
୧୫.ପୁରୀ- ସମ୍ବିତ ପାତ୍ର-ବିଜେପି
୧୬.ଭୁବନେଶ୍ୱର-ଅପରାଜିତା ଷଡଙ୍ଗୀ-ବିଜେପି
୧୭. ଯାଜପୁର- ରବୀନ୍ଦ୍ର ନାରାୟଣ ବେହେରା-ବିଜେପି
୧୮.ବଲାଙ୍ଗିର-ସଂଗୀତା କୁମାରୀ ସିଂହଦେଓ-ବିଜେପି
୧୯. ବ୍ରହ୍ମପୁର-ଡ. ପ୍ରଦୀପ କୁମାର ପାଣିଗ୍ରାହୀ-ବିଜେପି
୨୦. ଆସ୍କା-ଅନୀତା ଶୁଭଦର୍ଶିନୀ-ବିଜେପି
୨୧.କୋରାପୁଟ-ସପ୍ତଗିରି ଶଙ୍କର ଉଲାକା-କଂଗ୍ରେସ

 

The post ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ appeared first on KNews Odisha.