ଲୋକାର୍ପିତ ହେଲା ଦୁନିଆର ସବୁଠୁ ଉଚ୍ଚତମ ସେତୁ ଚେନାବ ବ୍ରିଜ
ପରିକଳ୍ପନା ନେଲା ବାସ୍ତବ ରୂପ । ବର୍ଷ ବର୍ଷର ସ୍ବପ୍ନ ଶେଷରେ ସତରେ ପରିଣତ ହେଲା। ଲୋକାର୍ପିତ ହେଲା ଦୁନିଆର ସବୁଠୁ ଉଚ୍ଚତମ ସେତୁ ଚେନାବ ବ୍ରିଜ । ପାହାଡ଼ର ବୁକୁ ଫଟାଇ, ମନୋରମ ପରିବେଶରେ ଯାତ୍ରୀଙ୍କୁ ମତୁଆଲା କରି ବର୍ଷ ସାରା ଚେନାବ ବ୍ରିଜରେ ଛୁଟିବ ବନ୍ଦେ ଭାରତ ଟ୍ରେନ୍।