ଲୋନ ଫ୍ରଡ଼ ,୪ ସରକାରୀ ଅଧିକାରୀ ଗିରଫ

ସମ୍ବଲପୁର : ଋଣ ଜାଲିଆତି ମାମଲାରେ ୪ ସରକାରୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ୪ ଅଧିକାରୀ ହେଲେ ସମ୍ବଲପୁର କଟାରବାଗ ପ୍ୟାକ୍ସ ପୂର୍ବତନ ସେକ୍ରେଟାରୀ ଭୁବନେଶ୍ବର ସାହୁ, ସମ୍ବଲପୁର ତଲାବ ପ୍ୟାକ୍ସ ପୂର୍ବତନ ସେକ୍ରେଟାରୀ ଭଗବାନ ପଟେଲ, ବରଗଡ଼ କନିସିଂହା ପ୍ୟାକ୍ସ ପୂର୍ବତନ ସେକ୍ରେଟାରୀ ଛବିଳ ବେହେରା ଏବଂ କାନ୍ତିଲାଲ ଭୋଇ । ଏମାନେ ପ୍ରାୟ ୬୪ ଲକ୍ଷରୁ ଅଧିକ ଟଙ୍କାର ଋଣ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ।