ଲୋହିତ ସାଗରରେ ଆମେରିକା-ବିଦ୍ରୋହୀ ମୁହାଁମୁହିଁ…

ଓ୍ବାଶିଂଟନ,୧।୨ : ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ସ୍ଥଳ ଏବଂ ଆକାଶ ପରେ ପାଣିରେ ଯୁଦ୍ଧ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଲୋହିତ ସାଗରରେ ହୋଇଥି ବିଦ୍ରୋହୀମାନେ ସମୁଦ୍ରରେ ଥିବା ସେମାନଙ୍କର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉ ନାହାନ୍ତି। ଫଳରେ ସେମାନେ ସିଧାସଳଖ ଆମେରିକା ସହିତ ମୁହାଁମୁହିଁ ହୋଇଛନ୍ତି। ଆମେରିକା ମଧ୍ୟ ଏହାର ଜବାବରେ ପାଲଟା ଆକ୍ରମଣ କରୁଛି। ହୋଉଥି ବିଦ୍ରୋହୀମାନେ ପୁଣି ଥରେ ଆଡେନ ଗଲ୍ଫରେ ଆଣ୍ଟୀ ଶିପ ବାଲିଷ୍ଟିକ କ୍ଷେପଣାସ୍ତ୍ର […] The post ଲୋହିତ ସାଗରରେ ଆମେରିକା-ବିଦ୍ରୋହୀ ମୁହାଁମୁହିଁ… appeared first on Dharitri Odia News.

ଲୋହିତ ସାଗରରେ ଆମେରିକା-ବିଦ୍ରୋହୀ ମୁହାଁମୁହିଁ…

ଓ୍ବାଶିଂଟନ,୧।୨ : ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ସ୍ଥଳ ଏବଂ ଆକାଶ ପରେ ପାଣିରେ ଯୁଦ୍ଧ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଲୋହିତ ସାଗରରେ ହୋଇଥି ବିଦ୍ରୋହୀମାନେ ସମୁଦ୍ରରେ ଥିବା ସେମାନଙ୍କର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉ ନାହାନ୍ତି। ଫଳରେ ସେମାନେ ସିଧାସଳଖ ଆମେରିକା ସହିତ ମୁହାଁମୁହିଁ ହୋଇଛନ୍ତି। ଆମେରିକା ମଧ୍ୟ ଏହାର ଜବାବରେ ପାଲଟା ଆକ୍ରମଣ କରୁଛି।

ହୋଉଥି ବିଦ୍ରୋହୀମାନେ ପୁଣି ଥରେ ଆଡେନ ଗଲ୍ଫରେ ଆଣ୍ଟୀ ଶିପ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି। ଆମେରିକାର ଅଞ୍ଚଳରେ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଆମେରିକା ସଫଳତାର ସହିତ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ନଷ୍ଟ କରିଛି। ଏ ସମ୍ପର୍କରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଆମେରିକାର ଯୁଦ୍ଧ ଜାହାଜ ଅଳ୍ପକେ ରକ୍ଷା ପାଇଛି।

The post ଲୋହିତ ସାଗରରେ ଆମେରିକା-ବିଦ୍ରୋହୀ ମୁହାଁମୁହିଁ… appeared first on Dharitri Odia News.