ଶଙ୍ଖ ଆପ ବ୍ୟବହାର କରି ୧୦ ପୁରସ୍କୃତ,ସମ୍ବଲପୁରରୁ ସତ୍ୟେନ୍ଦ୍ର

ଭୁବନେଶ୍ବର :ଶଙ୍ଖ ଆପ୍ ବ୍ୟବହାର କରି ଓଡିଶା ରୁ ୧୦ ଜଣ ବିଜୁ ଜନତା ପକ୍ଷରୁ ସମ୍ମାନୀତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ସମ୍ବଲପୁରରୁ ସତ୍ୟେନ୍ଦ୍ର ଦାଶ ମନୋନୀତ ହୋଇ ଗତ କାଲି (୧୯.୧.୨୦୨୪) ନବୀନ ନିବାସ ଠାରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସାର୍ ଙ୍କ ହାତରୁ ପୁରସ୍କୃତ ହୋଇଛନ୍ତି।ସତ୍ୟେନ୍ଦ୍ର ପୁର୍ବରୁ ଗତ ୨୦୧୯ ରେ ବିଜୁ ଆପ୍ ବ୍ୟବହାର କରି ୧୦ ଜଣଙ୍କ ମଧ୍ୟ ରୁ ମଧ୍ୟ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ । ସତ୍ୟନ୍ଦ୍ର ବିଜୁ […] The post ଶଙ୍ଖ ଆପ ବ୍ୟବହାର କରି ୧୦ ପୁରସ୍କୃତ,ସମ୍ବଲପୁରରୁ ସତ୍ୟେନ୍ଦ୍ର appeared first on Odisha.News.

ଶଙ୍ଖ ଆପ ବ୍ୟବହାର କରି ୧୦ ପୁରସ୍କୃତ,ସମ୍ବଲପୁରରୁ ସତ୍ୟେନ୍ଦ୍ର

ଭୁବନେଶ୍ବର :ଶଙ୍ଖ ଆପ୍ ବ୍ୟବହାର କରି ଓଡିଶା ରୁ ୧୦ ଜଣ ବିଜୁ ଜନତା ପକ୍ଷରୁ ସମ୍ମାନୀତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ସମ୍ବଲପୁରରୁ ସତ୍ୟେନ୍ଦ୍ର ଦାଶ ମନୋନୀତ ହୋଇ ଗତ କାଲି (୧୯.୧.୨୦୨୪) ନବୀନ ନିବାସ ଠାରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସାର୍ ଙ୍କ ହାତରୁ ପୁରସ୍କୃତ ହୋଇଛନ୍ତି।ସତ୍ୟେନ୍ଦ୍ର ପୁର୍ବରୁ ଗତ ୨୦୧୯ ରେ ବିଜୁ ଆପ୍ ବ୍ୟବହାର କରି ୧୦ ଜଣଙ୍କ ମଧ୍ୟ ରୁ ମଧ୍ୟ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ । ସତ୍ୟନ୍ଦ୍ର ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଓ ଦଳର ଜଣେ କଟ୍ଟରପନ୍ଥି ନେତା ଭାବେ ଜଣାଶୁଣା।ସତ୍ୟେନ୍ଦ୍ରଙ୍କ ଏହି ଦଳୀୟ ମନୋଭାବର ସଫଳତା ନେଇ ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

The post ଶଙ୍ଖ ଆପ ବ୍ୟବହାର କରି ୧୦ ପୁରସ୍କୃତ,ସମ୍ବଲପୁରରୁ ସତ୍ୟେନ୍ଦ୍ର appeared first on Odisha.News.