ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି

ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ ଶଙ୍ଖଭବନରେ ମୁହାଁମୁହିଁ ହୋଇଛନ୍ତି ଦଳର ଦୁଇ ଗୋଷ୍ଠୀ। ଏହି ଅବସରରେ ଶଙ୍ଖ ଭବନରେ ପହଁଞ୍ଚିଲେ ବବି ଦାସ । 

ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି

ଭୁବନେଶ୍ୱର ପରେ ଭଦ୍ରକରେ ତେଜିଲା ବିଜେଡ ଗୋଷ୍ଠୀ କନ୍ଦଳ। ଶଙ୍ଖ ଭବନରେ ପହଁଞ୍ଚିଲା ଭଦ୍ରକ କଳି। ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ ଶଙ୍ଖଭବନରେ ମୁହାଁମୁହିଁ ହୋଇଛନ୍ତି ଦଳର ଦୁଇ ଗୋଷ୍ଠୀ। ସ୍ଥିତି ଏମିତି ହେଲା ଯେ ଗୋଟିଏ ଗୋଷ୍ଠୀ ବୈଠକ ବର୍ଜନ କରି ବାହାରକୁ ପଳାଇ ଆସିଥିଲା ବେଳେ ପରେ ବବି ଦାସ ସେମାନଙ୍କୁ ବୁଝାସୁଝା କରି ପୁଣି ବୈଠକକୁ ଫେରାଇ ନେଉଥିବା ଦେଖିବାକୁ ମିଳିଛି ।