ଶଙ୍ଖଭବନରେ ଗର୍ଜିଲେ ନବୀନ, ମୋହନଙ୍କୁ ସିଧା ଶୁଣାଇଦେଲେ…
ଭୁବନେଶ୍ୱର,୫।୩: ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖଭବନରେ ମୋହନ ସରକାରଙ୍କ ଉପରେ ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ। ସେ କହିଛନ୍ତି, ବିଜୁ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ନେଇ ଉଦ୍ୟମ ହୋଇଥିଲା। ବିମାନ ବନ୍ଦର ନାଁ ପରିବର୍ତ୍ତନ ପାଇଁ ଉଦ୍ୟମ ହେଉଛି। ୧୯୯୩ରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି। କିନ୍ତୁ ଏବେ ତାରିଖ ବଦଳାଇ ଦିଆଗଲା। ତାରିଖ ବଦଳାଇ ପାରିବେ, କିନ୍ତୁ ଲୋକଙ୍କ ଭଲ ପାଇବା ନୁହେଁ। […] The post ଶଙ୍ଖଭବନରେ ଗର୍ଜିଲେ ନବୀନ, ମୋହନଙ୍କୁ ସିଧା ଶୁଣାଇଦେଲେ… appeared first on Dharitri Odia News.
ଭୁବନେଶ୍ୱର,୫।୩: ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖଭବନରେ ମୋହନ ସରକାରଙ୍କ ଉପରେ ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ। ସେ କହିଛନ୍ତି, ବିଜୁ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ନେଇ ଉଦ୍ୟମ ହୋଇଥିଲା। ବିମାନ ବନ୍ଦର ନାଁ ପରିବର୍ତ୍ତନ ପାଇଁ ଉଦ୍ୟମ ହେଉଛି। ୧୯୯୩ରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି। କିନ୍ତୁ ଏବେ ତାରିଖ ବଦଳାଇ ଦିଆଗଲା।
ତାରିଖ ବଦଳାଇ ପାରିବେ, କିନ୍ତୁ ଲୋକଙ୍କ ଭଲ ପାଇବା ନୁହେଁ। ବିଜୁ ଲିଗାସୀ ଲିଭାଇବାକୁ ଭାଜପା ଉଦ୍ୟମ କରୁଛି ବୋଲି ନବୀନ କହିଛନ୍ତି। ଭାଜପା ସରକାରକୁ ନବୀନ ଆହୁରି ପ୍ରଶ୍ନ କରିଛନ୍ତି କି, ଏସବୁ ପରେ ବି ‘ପାରାଦୀପ ପୋର୍ଟ, NIIT ରାଉରକେଲା ବନ୍ଦ କରିପାରିବେ କି? ସରକାର ଆସିବ ଯିବ ଏହା ଏକ ପ୍ରକ୍ରିୟା। ଇତିହାସ ବଦଳାଇବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି।
The post ଶଙ୍ଖଭବନରେ ଗର୍ଜିଲେ ନବୀନ, ମୋହନଙ୍କୁ ସିଧା ଶୁଣାଇଦେଲେ… appeared first on Dharitri Odia News.