ଶନିବାର ସକାଳୁଆ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ଖୋଲିବ ସ୍କୁଲ

କୋରାପୁଟ,୩୦।୧୧(ଅମିତାଭ ବେହେରା): ଲଘୁଚାପ ବର୍ଷା ସାଙ୍ଗକୁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୁତ ହେଉଛି। ଶୀତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଶନିବାର ସକାଳ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ସ୍କୁଲ ଖୋଲିବ ବୋଲି ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଆସନ୍ତା ଶନିବାରଠାରୁ ଏହି ନିୟମ ଲାଗୁ କରାଯିବ। ୨୦୨୫ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଶନିବାର ସକାଳୁଆ ସ୍କୁଲ ହେବ ନାହିଁ ବୋଲି […] The post ଶନିବାର ସକାଳୁଆ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ଖୋଲିବ ସ୍କୁଲ appeared first on Dharitri Odia News.

ଶନିବାର ସକାଳୁଆ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ଖୋଲିବ ସ୍କୁଲ

କୋରାପୁଟ,୩୦।୧୧(ଅମିତାଭ ବେହେରା): ଲଘୁଚାପ ବର୍ଷା ସାଙ୍ଗକୁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୁତ ହେଉଛି। ଶୀତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଶନିବାର ସକାଳ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ସ୍କୁଲ ଖୋଲିବ ବୋଲି ଏକ ନିର୍ଦ୍ଦେଶ ଜାରି କରାଯାଇଛି।

ଆସନ୍ତା ଶନିବାରଠାରୁ ଏହି ନିୟମ ଲାଗୁ କରାଯିବ। ୨୦୨୫ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଶନିବାର ସକାଳୁଆ ସ୍କୁଲ ହେବ ନାହିଁ ବୋଲି ଶକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି।

The post ଶନିବାର ସକାଳୁଆ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ଖୋଲିବ ସ୍କୁଲ appeared first on Dharitri Odia News.