ଶନିବାରରେ ଶନି ଚଳନ

ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ। ଗ୍ରହ ପୀଡ଼ାରୁ ମୁକ୍ତି ପାଇଁ ଶନି ମନ୍ଦିରରେ ଲାଗିଛି ପ୍ରବଳ ଗହଳି।

ଶନିବାରରେ ଶନି ଚଳନ
Array