ଶହ ଶହ ମହିଳାଙ୍କ ଆଗରେ ମୁଣ୍ଡିଆ ମାରିଲେ ରଣେନ୍ଦ୍ର, ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଅପିଲ୍

ଆଠଗଡ ୨୧।୫: ଆଠଗଡରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଚାର । ମହିଳା ସମାବେଶ କରି ଶହ ଶହ ମହିଳାଙ୍କ ସାମ୍ନାରେ ପୁଣି ଥରେ ମୁଣ୍ଡିଆ ମାରି ଭୋଟ୍ ଭିକ୍ଷା କଲେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆଠଗଡ ବ୍ଲକ ୧ ନମ୍ବର ଜୋନର ଆଙ୍କୁଲା ଖେଳପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ନବୀନ ସରକାର ମହିଳା ମାନଙ୍କ ପାଇଁ ଅନେକ ଯୋଜନା କରିବା ସହ ହଜାର ହଜାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିଥିବା ରଣେନ୍ଦ୍ର କହିବା ସହ ଆଗାମୀ ନିର୍ବାଚନରେ ମହିଳାଙ୍କ ଭୋଟ୍ ବିଜୁ ଜନତା ଦଳ ସପକ୍ଷରେ ଦେବା ପାଇଁ ନିବେଦନ କରିଛନ୍ତି ।You Can Read :ମାହାଙ୍ଗାରେ ସ୍ଵାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ପ୍ରଚାର, ‘ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଓ ଶୋଷଣ ବିରୁଦ୍ଧରେ ଲଢେଇ ଜାରି ରହିବ’

ଶହ ଶହ ମହିଳାଙ୍କ ଆଗରେ ମୁଣ୍ଡିଆ ମାରିଲେ ରଣେନ୍ଦ୍ର, ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଅପିଲ୍

ଆଠଗଡ ୨୧।୫: ଆଠଗଡରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଚାର । ମହିଳା ସମାବେଶ କରି ଶହ ଶହ ମହିଳାଙ୍କ ସାମ୍ନାରେ ପୁଣି ଥରେ ମୁଣ୍ଡିଆ ମାରି ଭୋଟ୍ ଭିକ୍ଷା କଲେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । 

ଆଠଗଡ ବ୍ଲକ ୧ ନମ୍ବର ଜୋନର ଆଙ୍କୁଲା ଖେଳପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ନବୀନ ସରକାର ମହିଳା ମାନଙ୍କ ପାଇଁ ଅନେକ ଯୋଜନା କରିବା ସହ ହଜାର ହଜାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିଥିବା ରଣେନ୍ଦ୍ର କହିବା ସହ ଆଗାମୀ ନିର୍ବାଚନରେ ମହିଳାଙ୍କ ଭୋଟ୍ ବିଜୁ ଜନତା ଦଳ ସପକ୍ଷରେ ଦେବା ପାଇଁ ନିବେଦନ କରିଛନ୍ତି ।

You Can Read :

ମାହାଙ୍ଗାରେ ସ୍ଵାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ପ୍ରଚାର, ‘ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଓ ଶୋଷଣ ବିରୁଦ୍ଧରେ ଲଢେଇ ଜାରି ରହିବ’