ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ,ନବରଙ୍ଗପୁରରେ ସର୍ବାଧିକ
ଭୁବନେଶ୍ୱର : ଆଜି ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ I ଦିନ ୧ଟା ସୁଦ୍ଧା ୩୯.୩% ମତଦାନ ହୋଇଛି। ନବରଙ୍ଗପୁରରେସର୍ବାଧିକ ୪୪.୧୯ % ପ୍ରତିଶତ ମତଦାନ ହୋଇଥିବାବେଳେ ଗଞ୍ଜାମରେ ସର୍ବନିମ୍ନ ୩୨.୬୬% ମତଦେହ ହୋଇଛି I ସେହିପରି ଗଜପତିରେ ୪୦.୬୦%,କଳାହାଣ୍ଡିରେ ୪୨.୪୮%,କୋରାପୁଟରେ ୩୮.୨୫%,ମାଲକାନଗିରିରେ ୩୯.୯୦%,ଏବଂ ରାୟଗଡାରେ ୩୬.୧୧% ମତଦାନ ହୋଇଛି I ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି। ସକାଳ […]

ଭୁବନେଶ୍ୱର : ଆଜି ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ I ଦିନ ୧ଟା ସୁଦ୍ଧା ୩୯.୩% ମତଦାନ ହୋଇଛି। ନବରଙ୍ଗପୁରରେସର୍ବାଧିକ ୪୪.୧୯ % ପ୍ରତିଶତ ମତଦାନ ହୋଇଥିବାବେଳେ ଗଞ୍ଜାମରେ ସର୍ବନିମ୍ନ ୩୨.୬୬% ମତଦେହ ହୋଇଛି I ସେହିପରି ଗଜପତିରେ ୪୦.୬୦%,କଳାହାଣ୍ଡିରେ ୪୨.୪୮%,କୋରାପୁଟରେ ୩୮.୨୫%,ମାଲକାନଗିରିରେ ୩୯.୯୦%,ଏବଂ ରାୟଗଡାରେ ୩୬.୧୧% ମତଦାନ ହୋଇଛି I ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି। ସକାଳ ୭ଟାରୁ ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ।