ଶାଶୁଙ୍କ ତଣ୍ଟି କାଟି ହତ୍ୟା କଲା ଜ୍ୱାଇଁ

ନୟାଗଡ଼ : ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୋଟାଣୀଶିଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶାଶୁର ଗଳାକାଟି ହତ୍ୟା କଲା ଜ୍ୱାଇଁ I ଘଟଣାସ୍ଥଳରୁ ଜ୍ୱାଇଁ ଫେରାର ହୋଇଯାଇଥିବାବେଳେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫେରାର ହୋଇଥିବା ଜ୍ୱାଇଁକୁ ପୋଲିସ କାବୁ କରି ଥାନାରେ ଅଟକ ରଖିଛି । ତେବେ କେଉଁ କାରଣ ପାଇଁ ଉକ୍ତ ମହିଳାଙ୍କୁ ଜ୍ୱାଇଁ ମାରଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମୃତ ମହିଳା ହେଲେ ନମିତା ରାଣୀ ବେହୁରା […]

ଶାଶୁଙ୍କ ତଣ୍ଟି କାଟି ହତ୍ୟା କଲା ଜ୍ୱାଇଁ
ଶାଶୁଙ୍କ ତଣ୍ଟି କାଟି ହତ୍ୟା କଲା ଜ୍ୱାଇଁ

ନୟାଗଡ଼ : ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୋଟାଣୀଶିଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶାଶୁର ଗଳାକାଟି ହତ୍ୟା କଲା ଜ୍ୱାଇଁ I ଘଟଣାସ୍ଥଳରୁ ଜ୍ୱାଇଁ ଫେରାର ହୋଇଯାଇଥିବାବେଳେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫେରାର ହୋଇଥିବା ଜ୍ୱାଇଁକୁ ପୋଲିସ କାବୁ କରି ଥାନାରେ ଅଟକ ରଖିଛି । ତେବେ କେଉଁ କାରଣ ପାଇଁ ଉକ୍ତ ମହିଳାଙ୍କୁ ଜ୍ୱାଇଁ ମାରଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମୃତ ମହିଳା ହେଲେ ନମିତା ରାଣୀ ବେହୁରା I ତାଙ୍କ ସ୍ୱାମୀ ଶରତ ଚନ୍ଦ୍ର ବେହୁରା ନୂଆପଡା CRPFରେ ଚାକିରୀ କରୁଛନ୍ତି I ଏହି ଘଟଣାର ଅଧିକ ତଦନ୍ତ ପାଇଁ କୋଟାଣୀଶିଳା ଗ୍ରାମରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।