ଶାହରୁଖଙ୍କ ପୂର୍ବରୁ ୧୦୦୦ କୋଟି ରୋଜଗାର କରୁଥିବା ଅଭିନେତ୍ରୀଙ୍କ ମ୍ୟାନେଜର ଥିଲେ ପୂଜା ଦଦଲାନୀ

ମୁମ୍ଵାଇ ୨୨।୦୭: ଆଜିକାଲି, କେବଳ ତାରାମାନେ ନୁହଁନ୍ତି ସେମାନଙ୍କର ମ୍ୟାନେଜରମାନେ ମଧ୍ୟ ବହୁତ ପ୍ରସିଦ୍ଧ। ଯେଉଁମାନେ ତାରକାମାନଙ୍କ ବିଷୟରେ ସମସ୍ତ ଅପଡେଟ୍‌ ଦିଅନ୍ତି ଏବଂ ସବୁକିଛି ପରିଚାଳନା କରନ୍ତି । ପ୍ରସିଦ୍ଧ ତାରକା ନ୍ୟାନେଜରମାନଙ୍କ ତାଲିକାରେ ପୂଜା ଦାଦଲାନୀଙ୍କ ନାମ ଶୀର୍ଷରେ ଅଛି । ସେ ପ୍ରାୟତଃ ଶାହାରୁଖ ଖାନଙ୍କ ସହ ନଜର ଆସିଥାନ୍ତି। ତାଙ୍କର ବ୍ୟବସାୟ ମିଟିଂ ଠାରୁ ଆରମ୍ଭ କରି ତାଙ୍କ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍ ପର୍ଯ୍ୟନ୍ତ ପୂଜା ସବୁକିଛି ପରିଚାଳନା କରନ୍ତି । ପୂଜା ଦୀର୍ଘ ଦିନ ଧରି ଶାହାରୁଖଙ୍କ ସହ କାମ କରିଆସୁଥିଲେ। କିନ୍ତୁ ଆପଣ ଜାଣନ୍ତି କି ତାଙ୍କ ପୂର୍ବରୁ ପୂଜା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର ଥିଲେ।View this post on InstagramA post shared by Pooja Dadlani Gurnani (@poojadadlani02)ପୂଜା ଦାଦଲାନି ଶାହାରୁଖ ଖାନଙ୍କ ପରିବାର ସଦସ୍ୟଙ୍କ ପରି। ପୂଜା ୨୦୧୨ରେ ଶାହାରୁଖ ଖାନଙ୍କ ସହ କାମ କରିବା ଆରମ୍ଭ କରିଥିଲେ। କିନ୍ତୁ ଏହାପୂର୍ବରୁ ସେ ଅନ୍ୟ ଅନେକ କଳାକାରଙ୍କ ପାଇଁ ଟାଲେଣ୍ଟ ମ୍ୟାନେଜର ଭାବରେ କାମ କରିଥିଲେ । ସେ ଦୀପିକାଙ୍କ ମ୍ୟାନେଜର ରହିଛନ୍ତି। ଏହା ନିଜେ ଫରାହ ଖାନ ପ୍ରକାଶ କରିଥିଲେ। ଫରାହ ଖାନ କହିଥିଲେ ଯେ ଯେତେବେଳେ ଦୀପିକା ଡେବ୍ୟୁ କରିଥିଲେ ସେତେବେଳେ ପୂଜା ତାଙ୍କ ମ୍ୟାନେଜର ଭାବେ କାମ କରୁଥିଲେ। ପୂଜା ଦାଦଲାନୀଙ୍କ ଦରମା ଖ

ଶାହରୁଖଙ୍କ ପୂର୍ବରୁ ୧୦୦୦ କୋଟି ରୋଜଗାର କରୁଥିବା ଅଭିନେତ୍ରୀଙ୍କ ମ୍ୟାନେଜର ଥିଲେ ପୂଜା ଦଦଲାନୀ

ମୁମ୍ଵାଇ ୨୨।୦୭: ଆଜିକାଲି, କେବଳ ତାରାମାନେ ନୁହଁନ୍ତି ସେମାନଙ୍କର ମ୍ୟାନେଜରମାନେ ମଧ୍ୟ ବହୁତ ପ୍ରସିଦ୍ଧ। ଯେଉଁମାନେ ତାରକାମାନଙ୍କ ବିଷୟରେ ସମସ୍ତ ଅପଡେଟ୍‌ ଦିଅନ୍ତି ଏବଂ ସବୁକିଛି ପରିଚାଳନା କରନ୍ତି । ପ୍ରସିଦ୍ଧ ତାରକା ନ୍ୟାନେଜରମାନଙ୍କ ତାଲିକାରେ ପୂଜା ଦାଦଲାନୀଙ୍କ ନାମ ଶୀର୍ଷରେ ଅଛି । ସେ ପ୍ରାୟତଃ ଶାହାରୁଖ ଖାନଙ୍କ ସହ ନଜର ଆସିଥାନ୍ତି। ତାଙ୍କର ବ୍ୟବସାୟ ମିଟିଂ ଠାରୁ ଆରମ୍ଭ କରି ତାଙ୍କ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍ ପର୍ଯ୍ୟନ୍ତ ପୂଜା ସବୁକିଛି ପରିଚାଳନା କରନ୍ତି । ପୂଜା ଦୀର୍ଘ ଦିନ ଧରି ଶାହାରୁଖଙ୍କ ସହ କାମ କରିଆସୁଥିଲେ। କିନ୍ତୁ ଆପଣ ଜାଣନ୍ତି କି ତାଙ୍କ ପୂର୍ବରୁ ପୂଜା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର ଥିଲେ।

ପୂଜା ଦାଦଲାନି ଶାହାରୁଖ ଖାନଙ୍କ ପରିବାର ସଦସ୍ୟଙ୍କ ପରି। ପୂଜା ୨୦୧୨ରେ ଶାହାରୁଖ ଖାନଙ୍କ ସହ କାମ କରିବା ଆରମ୍ଭ କରିଥିଲେ। କିନ୍ତୁ ଏହାପୂର୍ବରୁ ସେ ଅନ୍ୟ ଅନେକ କଳାକାରଙ୍କ ପାଇଁ ଟାଲେଣ୍ଟ ମ୍ୟାନେଜର ଭାବରେ କାମ କରିଥିଲେ । ସେ ଦୀପିକାଙ୍କ ମ୍ୟାନେଜର ରହିଛନ୍ତି। ଏହା ନିଜେ ଫରାହ ଖାନ ପ୍ରକାଶ କରିଥିଲେ। ଫରାହ ଖାନ କହିଥିଲେ ଯେ ଯେତେବେଳେ ଦୀପିକା ଡେବ୍ୟୁ କରିଥିଲେ ସେତେବେଳେ ପୂଜା ତାଙ୍କ ମ୍ୟାନେଜର ଭାବେ କାମ କରୁଥିଲେ। 

ପୂଜା ଦାଦଲାନୀଙ୍କ ଦରମା 

ଖବର ଅନୁଯାୟୀ, ପୂଜାଙ୍କ ଦରମା ବର୍ତ୍ତମାନ ବାର୍ଷିକ ପ୍ରାୟ ୯ କୋଟି ଟଙ୍କା ଅଟେ। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କଲେ ପୂଜା ୨୦୦୮ରେ ହିତେଶ ଗୁରୁନାନୀଙ୍କୁ ବିବାହ କରିଥିଲେ। ଯିଏ ମୁମ୍ବାଇରେ ଥିବା ଏକ ଅଳଙ୍କାର ବ୍ରାଣ୍ଡର ନିର୍ଦ୍ଦେଶକ। ପୂଜା ଏବଂ ହିତେଶଙ୍କର ଏକ ଝିଅ ମଧ୍ୟ ଅଛି, ଯାହାର ନାମ ରେଏନା ଗୁରୁନାନୀ । ୨୦୧୨ରେ ଦୀପିକାଙ୍କ ମ୍ୟାନେଜର ଥିଲେ କରିସ୍ମା ପ୍ରକାଶ। ନିକଟରେ 'ଜବାନ୍'ର ସକସେସ୍‌ ପାର୍ଟିରେ ଶାହାରୁଖ ପ୍ରକାଶ କରିଥିଲେ ଯେ ଦୀପିକା ଏବଂ ପୂଜା ମଧ୍ୟ ଅତି ନିକଟତର ।