ଶିକାରୀଙ୍କ କବଳରୁ ବର୍ତ୍ତିବେ ବନ୍ୟଜନ୍ତୁ, ବନକର୍ମଚାରୀଙ୍କୁ ତାଲିମ ଦେବେ CRPF ଯବାନ

ଭୁବନେଶ୍ୱର ୩୦।୦୭ : ଶିକାରୀଙ୍କ କବଳରୁ ବର୍ତ୍ତିବ ଜଙ୍ଗଲ । ଚନ୍ଦକା ଅଭୟାରଣ୍ୟରେ ମିଳିତ କମ୍ବିଂ ଅପରେସନ କରିବେ ସିଆର୍‌ଏପିଏଫ୍‌ ଯବାନ ଓ ଜଙ୍ଗଲ ବିଭାଗ କର୍ମଚାରୀ । ମିଳିଥିବା ତଥ୍ୟ ଅନୁଯାୟୀ, ଶିକାରୀଙ୍କ ଦାଉରୁ ବନ୍ୟଜନ୍ତୁଙ୍କୁ କିପରି ସୁରକ୍ଷା ଦିଆଯିବ । ଏନେଇ ବନବିଭାଗ କର୍ମଚାରୀଙ୍କୁ ତାଲିମ ଦିଆଯିବ । ୧୦ ଦିନ ଧରି ଚନ୍ଦକା ଗୋଡିବାରିରେ ଚାଲିବ ମିଳିତ କମ୍ବିଂ ଅପରେସନ । ଏହି ଅପରେସନ୍‌ରେ ସିଆର୍‌ପିଏଫ୍‌ ଯବାନ ଏବଂ ବନବିଭାଗ କର୍ମଚାରୀ ସାମିଲ ହେବେ । ଏହି ଟ୍ରେନିଂ ନେଇ ଜଙ୍ଗଲ ବିଭାଗ ବନ୍ୟପ୍ରାଣୀ ପିସିସିଏଫ୍‌ ଓ ସିଆର୍‌ପିଏଫ ଡିଆଇଜି ଉପସ୍ଥିତ ରହିବେ ।  

ଶିକାରୀଙ୍କ କବଳରୁ ବର୍ତ୍ତିବେ ବନ୍ୟଜନ୍ତୁ, ବନକର୍ମଚାରୀଙ୍କୁ ତାଲିମ ଦେବେ CRPF ଯବାନ

ଭୁବନେଶ୍ୱର ୩୦।୦୭ : ଶିକାରୀଙ୍କ କବଳରୁ ବର୍ତ୍ତିବ ଜଙ୍ଗଲ । ଚନ୍ଦକା ଅଭୟାରଣ୍ୟରେ ମିଳିତ କମ୍ବିଂ ଅପରେସନ କରିବେ ସିଆର୍‌ଏପିଏଫ୍‌ ଯବାନ ଓ ଜଙ୍ଗଲ ବିଭାଗ କର୍ମଚାରୀ । 

ମିଳିଥିବା ତଥ୍ୟ ଅନୁଯାୟୀ, ଶିକାରୀଙ୍କ ଦାଉରୁ ବନ୍ୟଜନ୍ତୁଙ୍କୁ କିପରି ସୁରକ୍ଷା ଦିଆଯିବ । ଏନେଇ ବନବିଭାଗ କର୍ମଚାରୀଙ୍କୁ ତାଲିମ ଦିଆଯିବ । ୧୦ ଦିନ ଧରି ଚନ୍ଦକା ଗୋଡିବାରିରେ ଚାଲିବ ମିଳିତ କମ୍ବିଂ ଅପରେସନ । ଏହି ଅପରେସନ୍‌ରେ ସିଆର୍‌ପିଏଫ୍‌ ଯବାନ ଏବଂ ବନବିଭାଗ କର୍ମଚାରୀ ସାମିଲ ହେବେ । ଏହି ଟ୍ରେନିଂ ନେଇ ଜଙ୍ଗଲ ବିଭାଗ ବନ୍ୟପ୍ରାଣୀ ପିସିସିଏଫ୍‌ ଓ ସିଆର୍‌ପିଏଫ ଡିଆଇଜି ଉପସ୍ଥିତ ରହିବେ ।