ଶିକ୍ଷା ମନ୍ଦିରରେ ପାପ ପୂଜାରୀ, ପୁଣି ଆଉ ଜଣେ ଅଧ୍ୟାପକଙ୍କ ନାଁରେ ଅଭିଯୋଗ

ଛାତ୍ରଛାତ୍ରୀ ମାନେ MPP ସ୍ୱୟଂଶାସିତ ମହାବିଦ୍ୟାଳୟର କିଛି ନିର୍ଦ୍ଦିଷ୍ଟ ଅଧ୍ୟାପକଙ୍କ ନାମରେ ଏଭଳି ଅଭିଯୋଗ ଆଣିଥିବାବେଳେ ଉଭୟ ଅଧ୍ୟାପକ ଏବଂ ଜିଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଗକୁ ଏନେଇ ତଦନ୍ତ କରି ନିହାତି ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ମାନେ ପୁଣି କଲେଜ କ୍ୟାମ୍ପସକୁ ଫେରିଥିଲେ ।

ଶିକ୍ଷା ମନ୍ଦିରରେ ପାପ ପୂଜାରୀ, ପୁଣି ଆଉ ଜଣେ ଅଧ୍ୟାପକଙ୍କ ନାଁରେ ଅଭିଯୋଗ
Array