ଶିବସେନା ବିଧାୟକ ଅନୀଲ ବାବରଙ୍କ ପରଲୋକ, କ୍ୟାବିନେଟ ବୈଠକ ବାତିଲ କଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ସାଙ୍ଗଲି ଜିଲାର ଖାନାପୁର-ଅଟପାଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ଶିବସେନାର ଶିନ୍ଦେ ଦଳର ବିଧାୟକ ଅନୀଲ ବାବରଙ୍କ ବୁଧବାର ପରଲୋକ ଘଟିଛି। ନିମୋନିଆ କାରଣରୁ ମଙ୍ଗଳବାର ଅପରାହ୍ନରେ ୭୪ ବର୍ଷୀୟ ଅନିଲ ବାବରଙ୍କୁ ସାଙ୍ଗଲିସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବୁଧବାର ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକକୁ ବାତିଲ କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କର ଅତି ଘନିଷ୍ଠ ତଥା ବିଶ୍ୱସ୍ତ ବିଧାୟକ ଭାବରେ […] The post ଶିବସେନା ବିଧାୟକ ଅନୀଲ ବାବରଙ୍କ ପରଲୋକ, କ୍ୟାବିନେଟ ବୈଠକ ବାତିଲ କଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ appeared first on Dharitri Odia News.

ଶିବସେନା ବିଧାୟକ ଅନୀଲ ବାବରଙ୍କ ପରଲୋକ, କ୍ୟାବିନେଟ ବୈଠକ ବାତିଲ କଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ସାଙ୍ଗଲି ଜିଲାର ଖାନାପୁର-ଅଟପାଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ଶିବସେନାର ଶିନ୍ଦେ ଦଳର ବିଧାୟକ ଅନୀଲ ବାବରଙ୍କ ବୁଧବାର ପରଲୋକ ଘଟିଛି। ନିମୋନିଆ କାରଣରୁ ମଙ୍ଗଳବାର ଅପରାହ୍ନରେ ୭୪ ବର୍ଷୀୟ ଅନିଲ ବାବରଙ୍କୁ ସାଙ୍ଗଲିସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବୁଧବାର ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକକୁ ବାତିଲ କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କର ଅତି ଘନିଷ୍ଠ ତଥା ବିଶ୍ୱସ୍ତ ବିଧାୟକ ଭାବରେ ବିବେଚନା କରାଯାଏ।

The post ଶିବସେନା ବିଧାୟକ ଅନୀଲ ବାବରଙ୍କ ପରଲୋକ, କ୍ୟାବିନେଟ ବୈଠକ ବାତିଲ କଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ appeared first on Dharitri Odia News.