ଶିବସେନାରେ ସାମିଲ ହେବେ ଗୋବିନ୍ଦା, ଏହି ଆସନରୁ ଟିକେଟ ମିଳିବା ଫାଇନାଲ !
ମୁମ୍ବାଇ,୨୨।୩: ନିର୍ବାଚନ ଲଢ଼ିବେ ବଲିଉଡ୍ ଫିଲ୍ମ ଅଭିନେତା ଗୋବିନ୍ଦା। ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ସାମିଲ ହୋଇପାରନ୍ତି। ଏପରିକି ମୁମ୍ବାଇର ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ଅଭିନେତା ଗୋବିନ୍ଦା ୨୦୦୪ରେ କଂଗ୍ରେସ ଟିକେଟରେ ଉତ୍ତର ମୁମ୍ବାଇରୁ ଏମ୍ପି ଥିଲେ। ୨୦୦୪ରେ ସେ ମୁମ୍ବାଇରୁ ଲୋକ ସଭା ନିର୍ବାଚନ ଲଢ଼ିଛନ୍ତି। ସେତେବେଳେ ସେ ଭାଜପା ପ୍ରାର୍ଥୀ ରାମ ନାଇକଙ୍କୁ ପରାଜିତ କରିଥିଲେ। ନିକଟରେ ଗୋବିନ୍ଦା ମହାରାଷ୍ଟ୍ର […] The post ଶିବସେନାରେ ସାମିଲ ହେବେ ଗୋବିନ୍ଦା, ଏହି ଆସନରୁ ଟିକେଟ ମିଳିବା ଫାଇନାଲ ! appeared first on Dharitri Odia News.
ମୁମ୍ବାଇ,୨୨।୩: ନିର୍ବାଚନ ଲଢ଼ିବେ ବଲିଉଡ୍ ଫିଲ୍ମ ଅଭିନେତା ଗୋବିନ୍ଦା। ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ସାମିଲ ହୋଇପାରନ୍ତି। ଏପରିକି ମୁମ୍ବାଇର ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ଅଭିନେତା ଗୋବିନ୍ଦା ୨୦୦୪ରେ କଂଗ୍ରେସ ଟିକେଟରେ ଉତ୍ତର ମୁମ୍ବାଇରୁ ଏମ୍ପି ଥିଲେ। ୨୦୦୪ରେ ସେ ମୁମ୍ବାଇରୁ ଲୋକ ସଭା ନିର୍ବାଚନ ଲଢ଼ିଛନ୍ତି। ସେତେବେଳେ ସେ ଭାଜପା ପ୍ରାର୍ଥୀ ରାମ ନାଇକଙ୍କୁ ପରାଜିତ କରିଥିଲେ। ନିକଟରେ ଗୋବିନ୍ଦା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ।
The post ଶିବସେନାରେ ସାମିଲ ହେବେ ଗୋବିନ୍ଦା, ଏହି ଆସନରୁ ଟିକେଟ ମିଳିବା ଫାଇନାଲ ! appeared first on Dharitri Odia News.