ଶିମିଳିପାଳରେ ବୁଲୁଛି କଳାବାଘ, ପର୍ଯ୍ୟଟକ ଦେଖିବା ପରେ ସ୍ପଷ୍ଟ କଲେ ନିର୍ଦ୍ଦେଶକ
କରଞ୍ଜିଆ ୧୧/୧୧: ଶିମିଳିପାଳରେ ବୁଲୁଛି କଳା ମହାବଳ ବାଘ । ବାଘ ବୁଲୁଥିବାର ଦେଖିଛନ୍ତି ପର୍ଯ୍ୟଟକ । ଏହା ଜଣାପଡିବା ପରେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସ୍ପଷ୍ଟ ସୂଚନା ଦେଇଛନ୍ତି । ଖାଲି ସୂଚନା ଦେଇନାହାଁନ୍ତି ତ ନିଜ"X" ରେ ଭିଡିଓ ଶେୟାର୍ କରିଛନ୍ତି ପିସିସିଏଫ୍ ଶୁସାନ୍ତ ନନ୍ଦ । Tiger sighting by tourists at Simlipal…May be 1st after a long long time. And that too a melanistic one.It has taken Herculean efforts by the team in securing the Tiger Reserve. Introduction of Jimny vehicles for Safari recently has made this possible. Kudos team Simlipal ???? pic.twitter.com/9db11BB2m8— Susanta Nanda (@susantananda3) November 10, 2024ସୂଚନା ଥାଉକି, ପ୍ରଥମ କରି ଶିମିଳିପାଳରେ ଓପନ ସଫାରୀରେ ବୁଲିବା ବେଳେ ଅଭୟାରଣ୍ୟର କୋର୍ ଅଞ୍ଚଳରେ ପର୍ଯ୍ୟଟକ ଦେଖିଥିଲେ ଅଣ୍ଡିରା କଳାବାଘ । ଯାହାର ନାମ T31 ରଖାଯାଇଛି ।
କରଞ୍ଜିଆ ୧୧/୧୧: ଶିମିଳିପାଳରେ ବୁଲୁଛି କଳା ମହାବଳ ବାଘ । ବାଘ ବୁଲୁଥିବାର ଦେଖିଛନ୍ତି ପର୍ଯ୍ୟଟକ । ଏହା ଜଣାପଡିବା ପରେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସ୍ପଷ୍ଟ ସୂଚନା ଦେଇଛନ୍ତି । ଖାଲି ସୂଚନା ଦେଇନାହାଁନ୍ତି ତ ନିଜ"X" ରେ ଭିଡିଓ ଶେୟାର୍ କରିଛନ୍ତି ପିସିସିଏଫ୍ ଶୁସାନ୍ତ ନନ୍ଦ ।
Tiger sighting by tourists at Simlipal…
May be 1st after a long long time. And that too a melanistic one.
It has taken Herculean efforts by the team in securing the Tiger Reserve. Introduction of Jimny vehicles for Safari recently has made this possible. Kudos team Simlipal ???? pic.twitter.com/9db11BB2m8— Susanta Nanda (@susantananda3) November 10, 2024
ସୂଚନା ଥାଉକି, ପ୍ରଥମ କରି ଶିମିଳିପାଳରେ ଓପନ ସଫାରୀରେ ବୁଲିବା ବେଳେ ଅଭୟାରଣ୍ୟର କୋର୍ ଅଞ୍ଚଳରେ ପର୍ଯ୍ୟଟକ ଦେଖିଥିଲେ ଅଣ୍ଡିରା କଳାବାଘ । ଯାହାର ନାମ T31 ରଖାଯାଇଛି ।