ଶିମ୍ଲାରେ ଭୂସ୍ଖଳନ: ପୋତିହୋଇଛି ବହୁ ଗାଡ଼ି
ଶିମ୍ଲା,୨୯ା୬: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ଶିମ୍ଲାରେ ଭୂସ୍ଖଳନ ଘଟି ବହୁସଂଖ୍ୟାରେ ଗାଡ଼ି ମାଟି ଓ ପଥର ଖଣ୍ଡ ତଳେ ପୋତିହୋଇ ପଡ଼ିଛି। ଗାଡ଼ିଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଗୁରୁବାର ହିମାଚଳପ୍ରଦେଶର ଅଧିକାଂଶ ଭାଗରେ ପହଞ୍ଚତ୍ଥିବାରୁ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ହେବା ନେଇ ଗୁରୁବାର ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଥଲା। The post ଶିମ୍ଲାରେ ଭୂସ୍ଖଳନ: ପୋତିହୋଇଛି ବହୁ ଗାଡ଼ି appeared first on Dharitri Odia News.
ଶିମ୍ଲା,୨୯ା୬: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ଶିମ୍ଲାରେ ଭୂସ୍ଖଳନ ଘଟି ବହୁସଂଖ୍ୟାରେ ଗାଡ଼ି ମାଟି ଓ ପଥର ଖଣ୍ଡ ତଳେ ପୋତିହୋଇ ପଡ଼ିଛି। ଗାଡ଼ିଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଗୁରୁବାର ହିମାଚଳପ୍ରଦେଶର ଅଧିକାଂଶ ଭାଗରେ ପହଞ୍ଚତ୍ଥିବାରୁ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ହେବା ନେଇ ଗୁରୁବାର ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଥଲା।
The post ଶିମ୍ଲାରେ ଭୂସ୍ଖଳନ: ପୋତିହୋଇଛି ବହୁ ଗାଡ଼ି appeared first on Dharitri Odia News.