ଶିଳାନ୍ୟାସର କେଇ ଘଣ୍ଟା ପରେ ଭାଙ୍ଗିଲା ଫଳକ, ପିପିଲିରେ ରାଜନୈତିକ ଉଷ୍ମତା ଜୋର

ପିପିଲି ୨୩।୫: ଶିଳାନ୍ୟାସର କେଇ ଘଣ୍ଟା ପରେ ଭାଙ୍ଗିଲା ଫଳକ । କିଏ ଓ କାହିଁକି ଫଳକ ଭାଙ୍ଗିଛି ସେ ନେଇ କୌଣସି ସୂଚନା ନଥିବା ବେଳେ ଫଳକ ଭଙ୍ଗାକୁ ନେଇ ପିପିଲିରେ ଦେଖାଦେଇଛି ରାଜନୈତିକ ଉଷ୍ମତା । ପିପିଲି ବ୍ଲକ୍ ଅଧୀନରେ ଥିବା କାଠ ଇଣ୍ଡଷ୍ଟ୍ରିରେ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାକୁ ପୁରୀ ସାଂସଦ ଓ ପିପିଲି ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କିଛି ଘଣ୍ଟା ଭିତରେ ଏହି ଫଳକକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏ ବାବଦରେ ପିପିଲି ବିଜେପି ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ପିପିଲିରେ ଏବେ ଏହି ଫଳକ ଭଙ୍ଗାକୁ ନେଇ ବେଶ ଆଲୋଚନା ପର୍ଯ୍ୟଲୋଚନା ହେଉଛି ।You Can Read:ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ବକ୍ସ ନେବା ଅଭିଯୋଗ : ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ

ଶିଳାନ୍ୟାସର କେଇ ଘଣ୍ଟା ପରେ ଭାଙ୍ଗିଲା ଫଳକ, ପିପିଲିରେ ରାଜନୈତିକ ଉଷ୍ମତା ଜୋର

ପିପିଲି : ଶିଳାନ୍ୟାସର କେଇ ଘଣ୍ଟା ପରେ ଭାଙ୍ଗିଲା ଫଳକ । କିଏ ଓ କାହିଁକି ଫଳକ ଭାଙ୍ଗିଛି ସେ ନେଇ କୌଣସି ସୂଚନା ନଥିବା ବେଳେ ଫଳକ ଭଙ୍ଗାକୁ ନେଇ ପିପିଲିରେ ଦେଖାଦେଇଛି ରାଜନୈତିକ ଉଷ୍ମତା । 

ପିପିଲି ବ୍ଲକ୍ ଅଧୀନରେ ଥିବା କାଠ ଇଣ୍ଡଷ୍ଟ୍ରିରେ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାକୁ ପୁରୀ ସାଂସଦ ଓ ପିପିଲି ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କିଛି ଘଣ୍ଟା ଭିତରେ ଏହି ଫଳକକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏ ବାବଦରେ ପିପିଲି ବିଜେପି ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ପିପିଲିରେ ଏବେ ଏହି ଫଳକ ଭଙ୍ଗାକୁ ନେଇ ବେଶ ଆଲୋଚନା ପର୍ଯ୍ୟଲୋଚନା ହେଉଛି ।

You Can Read:

ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ବକ୍ସ ନେବା ଅଭିଯୋଗ : ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ