ଶୁଭାଂଶୁ ଦେବେ ବଡ଼ ଖୁସି ଖବର ! ଆସନ୍ତାକାଲି ପୃଥିବୀ ବାହୁଡ଼ା

କାଲି ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ିବେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଆକ୍ସିଅମ୍-୪ ମିଶନର ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ପାଇଁ ଯୋଜନା ରଖିଛି ନାସା ।

ଶୁଭାଂଶୁ ଦେବେ ବଡ଼ ଖୁସି ଖବର ! ଆସନ୍ତାକାଲି ପୃଥିବୀ ବାହୁଡ଼ା
Array