ଶୁଶ୍ୱରଙ୍କ ଗଳାକାଟି ଜ୍ୱାଇଁ ଫେରାର

ଆସିକା,୩ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗୁଡିସର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ଜ୍ୱାଇଁ ଧାରୁଆ ଅସ୍ତ୍ରରେ ଶ୍ୱଶୁରଙ୍କ ଗଳାକାଟି ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ଶ୍ୱଶୁର କଂଗ୍ରେସ ନାହାକ (୪୭)ଙ୍କୁ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଆସିକା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ା ପାରିବାରିକ କନ୍ଦଳରୁ ଏଭଳି କାଣ୍ଡ ଘଟିଥିବା ପ୍ରାଥମିକ […] The post ଶୁଶ୍ୱରଙ୍କ ଗଳାକାଟି ଜ୍ୱାଇଁ ଫେରାର appeared first on Dharitri Odia News.

ଶୁଶ୍ୱରଙ୍କ ଗଳାକାଟି ଜ୍ୱାଇଁ ଫେରାର

ଆସିକା,୩ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗୁଡିସର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ଜ୍ୱାଇଁ ଧାରୁଆ ଅସ୍ତ୍ରରେ ଶ୍ୱଶୁରଙ୍କ ଗଳାକାଟି ଫେରାର ହୋଇଯାଇଛନ୍ତି।

ଗୁରୁତର ଆହତ ଶ୍ୱଶୁର କଂଗ୍ରେସ ନାହାକ (୪୭)ଙ୍କୁ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଆସିକା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ା ପାରିବାରିକ କନ୍ଦଳରୁ ଏଭଳି କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଥାନା ଅଧିକାରୀ କୁଳମଣି ସେଠୀ ସୂଚନା ଦେଇଛନ୍ତି ା

The post ଶୁଶ୍ୱରଙ୍କ ଗଳାକାଟି ଜ୍ୱାଇଁ ଫେରାର appeared first on Dharitri Odia News.