ଶେଖ ହସିନାଙ୍କୁ ଭେଟିଲେ ଅଜିତ ଡୋଭାଲ, କିଛି ଦିନ ଭାରତରେ ରହିପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୫।୮: ଏନଏସଏ ଅଜିତ ଡୋଭାଲ ହିଣ୍ଡନ ଏୟାରବେସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟଥିବା ସୂଚନା ମିଳିଛି। ସୂଚନାନୁସାରେ, ଶେଖ ହସିନା ଭାରତରେ କିଛି ଦିନ ରହିପାରନ୍ତି। ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ଶେଖ ହସିନା ଆସି ଭାରତରେ ପହଞ୍ଚିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଶେଖ ହସିନାଙ୍କ ବିମାନ ହିଣ୍ଡନ ଏୟାରବେସରେ ଅପରାହ୍ନ ୫:୩୬ରେ ଅବତରଣ କରିଛି। ସେଠାରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ […] The post ଶେଖ ହସିନାଙ୍କୁ ଭେଟିଲେ ଅଜିତ ଡୋଭାଲ, କିଛି ଦିନ ଭାରତରେ ରହିପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୫।୮: ଏନଏସଏ ଅଜିତ ଡୋଭାଲ ହିଣ୍ଡନ ଏୟାରବେସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟଥିବା ସୂଚନା ମିଳିଛି। ସୂଚନାନୁସାରେ, ଶେଖ ହସିନା ଭାରତରେ କିଛି ଦିନ ରହିପାରନ୍ତି।
ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ଶେଖ ହସିନା ଆସି ଭାରତରେ ପହଞ୍ଚିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଶେଖ ହସିନାଙ୍କ ବିମାନ ହିଣ୍ଡନ ଏୟାରବେସରେ ଅପରାହ୍ନ ୫:୩୬ରେ ଅବତରଣ କରିଛି। ସେଠାରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଶେଖ ହସିନାଙ୍କୁ ସ୍ବାଗତ କରିଥିଲେ।
The post ଶେଖ ହସିନାଙ୍କୁ ଭେଟିଲେ ଅଜିତ ଡୋଭାଲ, କିଛି ଦିନ ଭାରତରେ ରହିପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ appeared first on Dharitri Odia News.