ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚିଠି ଲେଖିଲା ବାଂଲାଦେଶ, ଭାରତ ଦେଲା ଏମିତି ଜବାବ
ବାଂଲାଦେଶ,୨୪।୨: ବାଂଲାଦେଶରେ ହିଂସା ପରେ ଅନେକ ମାସ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀ ସରକାର ଶେଷରେ ଶେଖ ହାସିନାଙ୍କୁ ଭାରତରୁ ପ୍ରତ୍ୟପର୍ଣ କରିବାକୁ ଦାବି କରିଛନ୍ତି। ଏଥିପାଇଁ ବାଂଲାଦେଶ ମଧ୍ୟ ଭାରତକୁ ଏକ ଚିଠି ଲେଖିଛି, ଯାହାକୁ ନେଇ ଭାରତ ମଧ୍ୟ ପ୍ରତିକ୍ରିୟା ରଖିଛି। ଭାରତ କହିଛି ‘ନୋ କମେଣ୍ଟ’। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏହା ପ୍ରକାଶ କରି କହିଛନ୍ତି ଯେ ବର୍ତ୍ତମାନ ନୂଆଦିଲ୍ଲୀରେ ଏ ବାବଦରେ କୌଣସି ମନ୍ତବ୍ୟ […] The post ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚିଠି ଲେଖିଲା ବାଂଲାଦେଶ, ଭାରତ ଦେଲା ଏମିତି ଜବାବ appeared first on Dharitri Odia News.
ବାଂଲାଦେଶ,୨୪।୨: ବାଂଲାଦେଶରେ ହିଂସା ପରେ ଅନେକ ମାସ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀ ସରକାର ଶେଷରେ ଶେଖ ହାସିନାଙ୍କୁ ଭାରତରୁ ପ୍ରତ୍ୟପର୍ଣ କରିବାକୁ ଦାବି କରିଛନ୍ତି। ଏଥିପାଇଁ ବାଂଲାଦେଶ ମଧ୍ୟ ଭାରତକୁ ଏକ ଚିଠି ଲେଖିଛି, ଯାହାକୁ ନେଇ ଭାରତ ମଧ୍ୟ ପ୍ରତିକ୍ରିୟା ରଖିଛି। ଭାରତ କହିଛି ‘ନୋ କମେଣ୍ଟ’। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏହା ପ୍ରକାଶ କରି କହିଛନ୍ତି ଯେ ବର୍ତ୍ତମାନ ନୂଆଦିଲ୍ଲୀରେ ଏ ବାବଦରେ କୌଣସି ମନ୍ତବ୍ୟ ନାହିଁ।
ରଣଧୀର ଜୟସ୍ବାଲ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି, ଆମେ ନିଶ୍ଚିତ କରୁଛୁ ଯେ, ପ୍ରତ୍ୟପର୍ଣ
ଅନୁରୋଧ ସମ୍ବନ୍ଧରେ ଆମେ ବାଂଲାଦେଶ ହାଇ କମିଶନଙ୍କଠାରୁ ଏକ ଚିଠି ପାଇଛୁ। ହେଲେ ଆମ ପାଖରେ ଏହା ଉପରେ କୌଣସି ଟିପ୍ପଣୀ ନାହିଁ।
The post ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚିଠି ଲେଖିଲା ବାଂଲାଦେଶ, ଭାରତ ଦେଲା ଏମିତି ଜବାବ appeared first on Dharitri Odia News.