ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଦେଲେ ଜ୍ବାଇଁ, ପରେ…
ଦଶପଲ୍ଲା,୨୫।୧୧: ନୟାଗଡ଼ ଜିଲା ନେଳିଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ରଖି ନିଆଁ ଲଗାଇ ପୋଡି ଦେଇଛନ୍ତି ଜ୍ବାଇଁ। ଯୌତୁକରେ ମିଳିଥିବା ସିନ୍ଦୁକ, ଖଟ ଏହାସହ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଶ୍ୱଶୁର ଘର ଲୋକେ ଆପାଚି ଗାଡ଼ି ନ ଦେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଜ୍ବାଇଁ ଏଭଳିକାଣ୍ଡ ଘଟାଇଥିବା ଜଣାପଡିଛି। ଅନ୍ୟପକ୍ଷେ ବିବାହର ୨୦ ବର୍ଷ ପରେ ଜ୍ବାଇଁ […] The post ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଦେଲେ ଜ୍ବାଇଁ, ପରେ… appeared first on Dharitri Odia News.
ଦଶପଲ୍ଲା,୨୫।୧୧: ନୟାଗଡ଼ ଜିଲା ନେଳିଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ରଖି ନିଆଁ ଲଗାଇ ପୋଡି ଦେଇଛନ୍ତି ଜ୍ବାଇଁ। ଯୌତୁକରେ ମିଳିଥିବା ସିନ୍ଦୁକ, ଖଟ ଏହାସହ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।
ଶ୍ୱଶୁର ଘର ଲୋକେ ଆପାଚି ଗାଡ଼ି ନ ଦେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଜ୍ବାଇଁ ଏଭଳିକାଣ୍ଡ ଘଟାଇଥିବା ଜଣାପଡିଛି। ଅନ୍ୟପକ୍ଷେ ବିବାହର ୨୦ ବର୍ଷ ପରେ ଜ୍ବାଇଁ ଯୌତୁକ ଦାବି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
The post ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଦେଲେ ଜ୍ବାଇଁ, ପରେ… appeared first on Dharitri Odia News.