ଶ୍ରୀ ମନ୍ଦିର ବାହାରେ ହେବ ୱାଚ୍ ଟାୱାର, କଡ଼ାକଡ଼ି ହେବ ସୁରକ୍ଷା

ଭୁବନେଶ୍ୱର,୨୩ା୧: ପୁରୀର ଜଗନ୍ନାଥ ମନ୍ଦିର ଚାରିପାଖରେ ସୁରକ୍ଷା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ମନ୍ଦିର ବାହାରେ ଏକ ୱାଚ୍ ଟାୱାର ସ୍ଥାପନ କରିବା ବିଷୟରେ ଚିନ୍ତା କରୁଛନ୍ତି। ପ୍ରସ୍ତାବିତ ୱାଚ୍ ଟାୱାର ପୁରୀ ଜଗନ୍ନାଥ ମନ୍ଦିର ଉପରେ ‘ବେଆଇନ’ ଡ୍ରୋନ୍ ଉଡ଼ାଣ କାର୍ଯ୍ୟକଳାପ ଯାଞ୍ଚ କରିବ, ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଗୁରୁବାର ପ୍ରକାଶ କରିଛନ୍ତି। “ମନ୍ଦିରର ସୁରକ୍ଷା ପାଇଁ ବେଆଇନ ଡ୍ରୋନ୍ ଉଡ଼ାଣ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଓଡ଼ିଶା ସରକାର ଶ୍ରୀମନ୍ଦିର […] The post ଶ୍ରୀ ମନ୍ଦିର ବାହାରେ ହେବ ୱାଚ୍ ଟାୱାର, କଡ଼ାକଡ଼ି ହେବ ସୁରକ୍ଷା appeared first on Dharitri Odia News.

ଶ୍ରୀ ମନ୍ଦିର ବାହାରେ ହେବ ୱାଚ୍ ଟାୱାର, କଡ଼ାକଡ଼ି ହେବ ସୁରକ୍ଷା

ଭୁବନେଶ୍ୱର,୨୩ା୧: ପୁରୀର ଜଗନ୍ନାଥ ମନ୍ଦିର ଚାରିପାଖରେ ସୁରକ୍ଷା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ମନ୍ଦିର ବାହାରେ ଏକ ୱାଚ୍ ଟାୱାର ସ୍ଥାପନ କରିବା ବିଷୟରେ ଚିନ୍ତା କରୁଛନ୍ତି।

ପ୍ରସ୍ତାବିତ ୱାଚ୍ ଟାୱାର ପୁରୀ ଜଗନ୍ନାଥ ମନ୍ଦିର ଉପରେ ‘ବେଆଇନ’ ଡ୍ରୋନ୍ ଉଡ଼ାଣ କାର୍ଯ୍ୟକଳାପ ଯାଞ୍ଚ କରିବ, ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଗୁରୁବାର ପ୍ରକାଶ କରିଛନ୍ତି।

“ମନ୍ଦିରର ସୁରକ୍ଷା ପାଇଁ ବେଆଇନ ଡ୍ରୋନ୍ ଉଡ଼ାଣ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଓଡ଼ିଶା ସରକାର ଶ୍ରୀମନ୍ଦିର ନିକଟରେ ଏକ ୱାଚ୍ ଟାୱାର ସ୍ଥାପନ ପାଇଁ ଯୋଜନା କରୁଛନ୍ତି, ମନ୍ଦିରକୁ ନିରୀକ୍ଷଣରେ ରଖିବା ପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି” ବୋଲି ସେ କହିଛନ୍ତି।

The post ଶ୍ରୀ ମନ୍ଦିର ବାହାରେ ହେବ ୱାଚ୍ ଟାୱାର, କଡ଼ାକଡ଼ି ହେବ ସୁରକ୍ଷା appeared first on Dharitri Odia News.