ଶ୍ରୀମନ୍ଦିରରେ ଟଳିପଡ଼ିଲେ ଜଣେ ସୁଆର ବଡ଼ୁ ସେବାୟତ; ହସ୍ପିଟାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର
କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ସେବାୟତଙ୍କୁ ହୃଦଘାତ । ଗୁରୁତର ଅବସ୍ଥାରେ ସେବାୟତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି ଶ୍ରୀମନ୍ଦିରରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଶ୍ରୀମନ୍ଦିର ଭିତରେ ଠାକୁରଙ୍କ ସେବା କରୁଥିଲେ ଜଗନ୍ନାଥ ।