ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କଲେ, ମନ୍ମଥଙ୍କୁ ଧରାଇଲେ MP ଟିକେଟ୍

ଭୁବନେଶ୍ୱରରୁ ଅପରାଜିତାଙ୍କ ବିରୋଧରେ ସୁର ରାଉତରାୟଙ୍କ ପୁଅଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ଦଳରେ ମିଶିବାର କିଛି ସମୟ ପରେ ବିଜେଡି ତାଙ୍କୁ ଟିକେଟ ଦେଇଛି। ତେବେ କଣ ହେବ ସମୀକରଣ, ତାକୁ ନେଇ ଚର୍ଚ୍ଚା।