ପିକଅପ ଚୋରି ଘଟଣାରେ ୩ ଗିରଫ

କେନ୍ଦୁଝର ସଦର : କେନ୍ଦୁଝର ଟାଉନ୍ ଥାନା ପୁଲିସ ପିକଅପ୍ ଚୋରି ଘଟଣାରେ ତିନି ଜଣିଆ ଏକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଟାଉନ୍ ଥାନା କେସ ନମ୍ବର ୧୯୮/ ୨୦୨୫ ସହିତ ଧାରା ୩୦୩(୨)/୩(୫) ବିଏନ୍ଏସ୍ ଅନୁଯାୟୀ ପୁଲିସ ଚୋରି ହୋଇଥିବା ମହିନ୍ଦ୍ରା ବୋଲେରୋ ପିକଅପ୍ ଗାଡ଼ି ( ଓଡ଼ି-୦୯-ଏଏଲ-୮୩୨୫) ଜବତ କରିଛି। ଗୁରୁବାର ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ କୋର୍ଟ ପଠାଯାଇଛି।  ପୁଲିସ ତରଫରୁ ଅଧିକ ତଦନ୍ତ ଜାରି ରହିଛି।