ଶ୍ରୀଲଙ୍କାରେ ଚାଇନାର ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ,୯ା୧୦: ଚାଇନାର ଏକ ସାମରିକ ପ୍ରଶିକ୍ଷଣ ଜାହାଜ ଶ୍ରୀଲଙ୍କାର କଲମ୍ବୋ ବନ୍ଦରରେ ପହଞ୍ଚିଛି। ଏଥିପାଇଁ ଶ୍ରୀଲଙ୍କାର ନୂଆ ସରକାର ଦେଇଥିବା ଅନୁମତିକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ବିଜିଥା ହେରାଥ ସମର୍ଥନ କରିଛନ୍ତି। ଶ୍ରୀଲଙ୍କା ସନ୍ତୁଳିତ କୂଟନୈତିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଉଛି। ଚାଇନା ସାମରିକ ଜାହାଜ କୌଣସି ବିପଦ ସୃଷ୍ଟି କରୁ ନାହିଁ ବୋଲି ହେରାଥ କହିଛନ୍ତି। The post ଶ୍ରୀଲଙ୍କାରେ ଚାଇନାର ଯୁଦ୍ଧ ଜାହାଜ appeared first on Dharitri Odia News.

ଶ୍ରୀଲଙ୍କାରେ ଚାଇନାର ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ,୯ା୧୦: ଚାଇନାର ଏକ ସାମରିକ ପ୍ରଶିକ୍ଷଣ ଜାହାଜ ଶ୍ରୀଲଙ୍କାର କଲମ୍ବୋ ବନ୍ଦରରେ ପହଞ୍ଚିଛି। ଏଥିପାଇଁ ଶ୍ରୀଲଙ୍କାର ନୂଆ ସରକାର ଦେଇଥିବା ଅନୁମତିକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ବିଜିଥା ହେରାଥ ସମର୍ଥନ କରିଛନ୍ତି।

ଶ୍ରୀଲଙ୍କା ସନ୍ତୁଳିତ କୂଟନୈତିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଉଛି। ଚାଇନା ସାମରିକ ଜାହାଜ କୌଣସି ବିପଦ ସୃଷ୍ଟି କରୁ ନାହିଁ ବୋଲି ହେରାଥ କହିଛନ୍ତି।

The post ଶ୍ରୀଲଙ୍କାରେ ଚାଇନାର ଯୁଦ୍ଧ ଜାହାଜ appeared first on Dharitri Odia News.