ଷ୍ଟୁଡିଓ ମାଲିକଙ୍କୁ ହତ୍ୟା: ବୀଭତ୍ସ ଭାବେ ହାଣିହାଣି…

ଯାଜପୁର,୨।୯: ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା। ତାଙ୍କୁ ଅତି ନର୍ମମ ଭାବେ ହଣେି ହତ୍ୟା ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟଛି ଯାଜପୁର ରୋଡ ଥାନା ସୋବରାରେ। ଷ୍ଟୁଡିଓ ଭିତରୁ ପୋଲିସ କ୍ଷତାକ୍ତ ମୃତଦେହ ଜବତ କରିଛି। ଯାଜପୁର ରୋଡ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। The post ଷ୍ଟୁଡିଓ ମାଲିକଙ୍କୁ ହତ୍ୟା: ବୀଭତ୍ସ ଭାବେ ହାଣିହାଣି… appeared first on Dharitri Odia News.

ଷ୍ଟୁଡିଓ ମାଲିକଙ୍କୁ ହତ୍ୟା: ବୀଭତ୍ସ ଭାବେ ହାଣିହାଣି…

ଯାଜପୁର,୨।୯: ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା। ତାଙ୍କୁ ଅତି ନର୍ମମ ଭାବେ ହଣେି ହତ୍ୟା ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟଛି ଯାଜପୁର ରୋଡ ଥାନା ସୋବରାରେ। ଷ୍ଟୁଡିଓ ଭିତରୁ ପୋଲିସ କ୍ଷତାକ୍ତ ମୃତଦେହ ଜବତ କରିଛି। ଯାଜପୁର ରୋଡ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

The post ଷ୍ଟୁଡିଓ ମାଲିକଙ୍କୁ ହତ୍ୟା: ବୀଭତ୍ସ ଭାବେ ହାଣିହାଣି… appeared first on Dharitri Odia News.