ଷ୍ଟ୍ରଙ୍ଗ ରୁମରେ ପହଁଚିଲା ଇଭିଏମ
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମ ପହଁଚିଲା ଇଭିଏମ I କଡା ସୁରକ୍ଷା ବଳୟ ଭିତରେ ଷ୍ଟୋର ରୁମରୁ ଷ୍ଟ୍ରଙ୍ଗ ରୁମ ଆସିଲା ଇଭିଏମ। ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସି ପହଞ୍ଚିଛି ଇଭିଏମ ମେସିନ । ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୫ ଟି ନିର୍ବାଚନ ମଣ୍ଡଳୀ ତଥା ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ ଆସି ପହଞ୍ଚିଛି। ୫ ଟି ଫ୍ଲୋରରେ ଗୋଟିଏ ବିଧାନସଭା ଓ ନିର୍ବାଚନ […]

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମ ପହଁଚିଲା ଇଭିଏମ I କଡା ସୁରକ୍ଷା ବଳୟ ଭିତରେ ଷ୍ଟୋର ରୁମରୁ ଷ୍ଟ୍ରଙ୍ଗ ରୁମ ଆସିଲା ଇଭିଏମ। ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସି ପହଞ୍ଚିଛି ଇଭିଏମ ମେସିନ । ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୫ ଟି ନିର୍ବାଚନ ମଣ୍ଡଳୀ ତଥା ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ ଆସି ପହଞ୍ଚିଛି।
୫ ଟି ଫ୍ଲୋରରେ ଗୋଟିଏ ବିଧାନସଭା ଓ ନିର୍ବାଚନ ମଣ୍ଡଳୀର ଉଭୟ ଲୋକସଭା ଓ ବିଧାନସଭା ଲାଗି ଇଭିଏମ ଏଠାରେ ରହିବ। ମୋଟ ୨୩୩୨ ଟି ଇଭିଏମ ଆସିଛି। ଏହା ବାଦ ୨୫ ପ୍ରତିସତ ଇଭିଏମ ସଂରକ୍ଷଣ ରହିବ। ପିଙ୍କ ରଙ୍ଗ ଘର ବିଧାନସଭକ୍ଷେତ୍ର ଏବଂ ଧଳା ରଙ୍ଗ ଘର ଲୋକସଭା କ୍ଷେତ୍ରର ରହିବ ଇଭିଏମ। ସିସିଟିଭି ବଳୟରେ ଷ୍ଟ୍ରଙ୍ଗ ରୁମ ରହିଛି। ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି।