ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍, ସିସିଟିଭିରେ କଏଦ ଲୁଟର ଦୃଶ୍ୟ

ରାଉରକେଲା: ରାଉରକେଲା ଛେଣ୍ଡ କଲୋନୀରେ ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍। ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଛିଣ୍ଡାଇ ନେଲେ ଦୁର୍ବୃତ୍ତ।... The post ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍, ସିସିଟିଭିରେ କଏଦ ଲୁଟର ଦୃଶ୍ୟ appeared first on .

ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍, ସିସିଟିଭିରେ କଏଦ ଲୁଟର ଦୃଶ୍ୟ

ରାଉରକେଲା: ରାଉରକେଲା ଛେଣ୍ଡ କଲୋନୀରେ ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍। ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଛିଣ୍ଡାଇ ନେଲେ ଦୁର୍ବୃତ୍ତ। ସୁନା ଚେନ ଲୁଟ କରିବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ୪ ଜଣ ମହିଳା ଏକତ୍ରିତ ହୋଇ କଥା ହେଉଥିବା ସମୟରେ ବିନା ନମ୍ଵର ଥିବା ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ମୁଲ୍ୟର ସୁନା ଚେନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଛେଣ୍ଡ ଥାନାରେ ଅଭିଯୋଗ ପରେ ସିସିଟିଭିକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

 

The post ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍, ସିସିଟିଭିରେ କଏଦ ଲୁଟର ଦୃଶ୍ୟ appeared first on .