ସେପ୍ଟିକ ଟାଙ୍କିରୁ ୬ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ସହରର ଛେଣ୍ଡ କଲୋନୀରେ ଏକ ସେପ୍ଟିକ ଟାଙ୍କିରୁ ୬ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି... The post ସେପ୍ଟିକ ଟାଙ୍କିରୁ ୬ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର appeared first on .

ସେପ୍ଟିକ ଟାଙ୍କିରୁ ୬ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ସହରର ଛେଣ୍ଡ କଲୋନୀରେ ଏକ ସେପ୍ଟିକ ଟାଙ୍କିରୁ ୬ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ମୃତ ଶିଶୁ କନ୍ୟା ସୋରୁନ ବଡାଇକ ବୋଲି ଚିହ୍ନଟ କରାଯାଇଛି । ୩୦ ଫୁଟ ଗଭୀର ସେପ୍ଟିକ ଟାଙ୍କିରେ ଢାଙ୍କୁଣି ଲଗାଯାଇ ନଥିବାରୁ ଶିଶୁକନ୍ୟାଟି  ଖେଳୁଥିବା ସମୟରେ ଖସିପଡିଥିବା ସନ୍ଦେହ କରାଯାଉଛି। ଛେଣ୍ଡ ଥାନା ପୋଲିସ ଟାଙ୍କିରୁ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ମୃତଦେହ ରଖାଯାଇଛି।

The post ସେପ୍ଟିକ ଟାଙ୍କିରୁ ୬ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର appeared first on .