ସଂରକ୍ଷଣ ପ୍ରସଙ୍ଗରେ ବିଜେଡିକୁ ଭକ୍ତଙ୍କ ଟାର୍ଗେଟ, କହିଲେ ୨୪ ବର୍ଷ ଯାଏଁ କରୁଥିଲେ କ’ଣ ?

ଭୁବନେଶ୍ୱର ୨୧।୦୫: ୨୭ ପ୍ରତିଶତ ସଂରକ୍ଷଣକୁ ନେଇ ଜୋରଦାର ଆନ୍ଦୋଳନ କରିବ ରାଜ୍ୟ କଂଗ୍ରେସ । ଆସନ୍ତାକାଲି ଠାରୁ ୨୪ଘଣ୍ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବେ କଂଗ୍ରେସ ନେତା। ମେଡ଼ିକାଲ, ନିଯୁକ୍ତି ଓ ସ୍କିଲରେ ସଂରକ୍ଷଣ ଦେବାକୁ ଦାବି । ବିଜେଡି ଆଜି ଆନ୍ଦୋଳନ କରୁଛି ଧନ୍ୟବାଦ କିନ୍ତୁ ୨୪ ବର୍ଷ ଶାସନରେ ରହି କାହିଁକି କଲେଣି ତାର ଉତ୍ତର ରଖନ୍ତୁ ପ୍ରଥମେ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ।