ସଂସାର ଉଜାଡୁଛି ତମାଖୁ ରାକ୍ଷସ, ପ୍ରତିବର୍ଷ ନେଉଛି ୧୩ ଲକ୍ଷ ଜୀବନ

ତମାଖୁ ରାକ୍ଷସ । କାହାର ସ୍ବପ୍ନ ଉଜାଡ଼ୁଛି ତ’ କାହା ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ...ତ’ କାହା ପାଇଁ ଦୁଃଖରେ ସଢୁଛି ପୂରା ପରିବାର । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ଦେଶରେ ଚାଲିଯାଉଛି ୧୩ ଲକ୍ଷରୁ ଅଧିକ ଜୀବନ । ଆମ ରାଜ୍ୟରେ ତମାଖୁ ବିକ୍ରିରେ ପ୍ରତିବନ୍ଧକ ସତ୍ତ୍ବେ ମହିଳାଙ୍କ ଦ୍ବାରା ତମାଖୁ ସେବନ ବଢ଼ିଚାଲିଛି ।

ସଂସାର ଉଜାଡୁଛି ତମାଖୁ ରାକ୍ଷସ, ପ୍ରତିବର୍ଷ ନେଉଛି ୧୩ ଲକ୍ଷ ଜୀବନ
Array