ସକାଳ ୮ ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ, ୩୧ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର ୦୬।୦୪ : ସକାଳୁ ଜଳିଲାଣି । ଡହ ଡହ ଖରାରେ ସିଜୁଛି ପୁରା ଓଡିଶା । ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଜନଜବୀନ ଅସ୍ତବ୍ୟସ୍ତ ।  ସକାଳ ୮ଟା ୩୦ ସୁଦ୍ଧା ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଛି ତାପମାତ୍ରା । ଚାନ୍ଦବାଲି ସବୁଠୁ ଉତ୍ୟପ୍ତ ସହର ଭାବେ ହୋଇଛି ରେକର୍ଡ । ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଚାନ୍ଦବାଲି ୩୧.୬ ଡିଗ୍ରୀ, କେନ୍ଦୁଝର ୩୧ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ଝାରସୁଗୁଡ଼ା ୩୦ ଡିଗ୍ରୀ, ଭୁବନେଶ୍ୱର ୨୯.୮ ଡିଗ୍ରୀ, ପାରାଦୀପ ଡିଗ୍ରୀ ୨୯. ୬ ଡିଗ୍ରୀ, ରାଉରକେଲା ୨୯.୪ ଡିଗ୍ରୀ, ଗୋପାଳପୁର ୨୯.୪ ଡିଗ୍ରୀ, ବାଲେଶ୍ୱର ୨୯ ଡିଗ୍ରୀ, ପୁରୀ ୨୯ ଡିଗ୍ରୀ, ହୀରାକୁଦ ୨୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 

ସକାଳ ୮ ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ, ୩୧ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର ୦୬।୦୪ : ସକାଳୁ ଜଳିଲାଣି । ଡହ ଡହ ଖରାରେ ସିଜୁଛି ପୁରା ଓଡିଶା । ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଜନଜବୀନ ଅସ୍ତବ୍ୟସ୍ତ ।  ସକାଳ ୮ଟା ୩୦ ସୁଦ୍ଧା ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଛି ତାପମାତ୍ରା । ଚାନ୍ଦବାଲି ସବୁଠୁ ଉତ୍ୟପ୍ତ ସହର ଭାବେ ହୋଇଛି ରେକର୍ଡ । 

ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଚାନ୍ଦବାଲି ୩୧.୬ ଡିଗ୍ରୀ, କେନ୍ଦୁଝର ୩୧ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ଝାରସୁଗୁଡ଼ା ୩୦ ଡିଗ୍ରୀ, ଭୁବନେଶ୍ୱର ୨୯.୮ ଡିଗ୍ରୀ, ପାରାଦୀପ ଡିଗ୍ରୀ ୨୯. ୬ ଡିଗ୍ରୀ, ରାଉରକେଲା ୨୯.୪ ଡିଗ୍ରୀ, ଗୋପାଳପୁର ୨୯.୪ ଡିଗ୍ରୀ, ବାଲେଶ୍ୱର ୨୯ ଡିଗ୍ରୀ, ପୁରୀ ୨୯ ଡିଗ୍ରୀ, ହୀରାକୁଦ ୨୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।