ସକାଳୁ ସମ୍ଭାଳି ହେଉନି ତାତି, ଦିନ ସାଢେ ୧୧ ସୁଦ୍ଧା ଝାରସୁଗୁଡା ଓ ଭୁବନେଶ୍ବରରେ ୪୧ ଟପିଲା ପାରଦ

ଭୁବନେଶ୍ବର ୧।୫: ତାତିରେ ଲାଗୁନି ବ୍ରେକ୍ । ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ବୁଧବାର ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ୪୨ ଟପିଛି ପାରଦ । ଦୁଇ ସହର ଝାରସୁଗୁଡା ଓ ଭୁବନେଶ୍ବରରେ ତାପମାତ୍ରା ୪୧ ଟପିଛି । ବୁଧବାର ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ, ଝାରସୁଗୁଡା ୪୧.୩, ଭୁବନେଶ୍ୱର ୪୧.୨, ସମ୍ବଲପୁର ୪୦.୬, ହୀରାକୁଦ ୪୦.୪, କେନ୍ଦୁଝର ୪୦, ରାଉରକେଲା ୩୯.୬, ବାଲେଶ୍ୱର ୩୯.୫, ପାରାଦୀପ ୩୪.୭, ପୁରୀ ୩୩.୮, ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ ।ତାତିରେ ଲାଗୁନି ବ୍ରେକ୍‌, ସକାଳ ୮ଟା ୩୦ ସୁଦ୍ଧା ୩୮ ଡିଗ୍ରୀ ପାର୍‌ ତାଳଚେରସେହିଭଳି ସକାଳ ୮ଟା ୩୦ ସୁଦ୍ଧା  ତାଳଚେର ୩୮.୪, ଭବାନୀପାଟଣା ୩୭.୪, ବାରିପଦା  ୩୬.୪, ବଲାଙ୍ଗୀର ୩୬.୨, ଟିଟିଲାଗଡ଼ ୩୬, ବାଲେଶ୍ୱର ୩୬, ହୀରାକୁଦ୩୫.୬, ଝାରସୁଗୁଡ଼ା ୩୫.୪, କେନ୍ଦୁଝର ୩୫.୪, କଟକ ୩୫, ସମ୍ବଲପୁର ୩୫, ମାଲକାନଗିରି ୩୫, ବୌଦ୍ଧ ୩୫, ସୋନପୁର ୩୪.୮, ଭୁବନେଶ୍ୱର ୩୪.୮, ରାଉରକେଲା ୩୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । You Can Read :ରାସ୍ତାରେ ପଡିଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ସକାଳୁ ସମ୍ଭାଳି ହେଉନି ତାତି, ଦିନ ସାଢେ ୧୧ ସୁଦ୍ଧା ଝାରସୁଗୁଡା ଓ ଭୁବନେଶ୍ବରରେ ୪୧ ଟପିଲା ପାରଦ

ଭୁବନେଶ୍ବର ୧।୫: ତାତିରେ ଲାଗୁନି ବ୍ରେକ୍ । ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ବୁଧବାର ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ୪୨ ଟପିଛି ପାରଦ । ଦୁଇ ସହର ଝାରସୁଗୁଡା ଓ ଭୁବନେଶ୍ବରରେ ତାପମାତ୍ରା ୪୧ ଟପିଛି । 

ବୁଧବାର ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ, ଝାରସୁଗୁଡା ୪୧.୩, ଭୁବନେଶ୍ୱର ୪୧.୨, ସମ୍ବଲପୁର ୪୦.୬, ହୀରାକୁଦ ୪୦.୪, କେନ୍ଦୁଝର ୪୦, ରାଉରକେଲା ୩୯.୬, ବାଲେଶ୍ୱର ୩୯.୫, ପାରାଦୀପ ୩୪.୭, ପୁରୀ ୩୩.୮, ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ ।

ତାତିରେ ଲାଗୁନି ବ୍ରେକ୍‌, ସକାଳ ୮ଟା ୩୦ ସୁଦ୍ଧା ୩୮ ଡିଗ୍ରୀ ପାର୍‌ ତାଳଚେର

ସେହିଭଳି ସକାଳ ୮ଟା ୩୦ ସୁଦ୍ଧା  ତାଳଚେର ୩୮.୪, ଭବାନୀପାଟଣା ୩୭.୪, ବାରିପଦା  ୩୬.୪, ବଲାଙ୍ଗୀର ୩୬.୨, ଟିଟିଲାଗଡ଼ ୩୬, ବାଲେଶ୍ୱର ୩୬, ହୀରାକୁଦ୩୫.୬, ଝାରସୁଗୁଡ଼ା ୩୫.୪, କେନ୍ଦୁଝର ୩୫.୪, କଟକ ୩୫, ସମ୍ବଲପୁର ୩୫, ମାଲକାନଗିରି ୩୫, ବୌଦ୍ଧ ୩୫, ସୋନପୁର ୩୪.୮, ଭୁବନେଶ୍ୱର ୩୪.୮, ରାଉରକେଲା ୩୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । 

You Can Read :

ରାସ୍ତାରେ ପଡିଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ