୮୪ ସେକେଣ୍ଡର ଅଭିଜିତ ମୂହୁର୍ତ୍ତକୁ ଅପେକ୍ଷା…
ଅଯୋଧ୍ୟା ,୨୨।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଶୁଭ ମୂହୁର୍ତ୍ତକୁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ଶୁଭ ଅଭିଜିତ ମୂହୁର୍ତ୍ତକୁ ଚୂଡାନ୍ତ କରାଯାଇଛି। ଶୁକ୍ଳ କୁର୍ମ ଦ୍ୱାଦଶୀ, ବିକ୍ରମ ସମ୍ବତ ୨୦୮୦, ସୋମବାର, ୨୨ ଜାନୁୟାରୀ ୨୦୨୪, ମଧ୍ୟାହ୍ନ ୧୨ ଟା ୨୦ ରୁ ୧ ଟା ମଧ୍ୟରେ ପ୍ରାଣ ପ୍ରତିଷ୍ଠା କରାଯିବ। ବୈଦିକ ପୁରୋହିତଙ୍କଠାରୁ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ମଧ୍ୟାହ୍ନ ୧୨ […] The post ୮୪ ସେକେଣ୍ଡର ଅଭିଜିତ ମୂହୁର୍ତ୍ତକୁ ଅପେକ୍ଷା… appeared first on Dharitri Odia News.
ଅଯୋଧ୍ୟା ,୨୨।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଶୁଭ ମୂହୁର୍ତ୍ତକୁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ଶୁଭ ଅଭିଜିତ ମୂହୁର୍ତ୍ତକୁ ଚୂଡାନ୍ତ କରାଯାଇଛି। ଶୁକ୍ଳ କୁର୍ମ ଦ୍ୱାଦଶୀ, ବିକ୍ରମ ସମ୍ବତ ୨୦୮୦, ସୋମବାର, ୨୨ ଜାନୁୟାରୀ ୨୦୨୪, ମଧ୍ୟାହ୍ନ ୧୨ ଟା ୨୦ ରୁ ୧ ଟା ମଧ୍ୟରେ ପ୍ରାଣ ପ୍ରତିଷ୍ଠା କରାଯିବ। ବୈଦିକ ପୁରୋହିତଙ୍କଠାରୁ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ମଧ୍ୟାହ୍ନ ୧୨ ଟା ୩୦ ସମୟରେ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ରାମ ମନ୍ଦିର ଗର୍ଭଗୃହରେ ସମ୍ପନ୍ନ ହେବ।
ଏହି ସମାରୋହ ମଧ୍ୟାହ୍ନ ୧୨ ଟା୨୦ ରେ ଆରମ୍ଭ ହେବ। ଅପରାହ୍ନ ୧ଟାରେ ଏହା ଶେଷ ହେବ। ୧୧ ପୁରୋହିତ ସମସ୍ତ ଦେବତା ଏବଂ ଦେବତାଙ୍କୁ ଆହ୍ବାନ କରି ରୀତିନୀତି କରିବେ।
The post ୮୪ ସେକେଣ୍ଡର ଅଭିଜିତ ମୂହୁର୍ତ୍ତକୁ ଅପେକ୍ଷା… appeared first on Dharitri Odia News.