ସଞ୍ଜୟ ତ୍ରିପାଠୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର, ୩୧।୫(ସୁନିତ୍‌ ମିଶ୍ର): କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀଙ୍କୁ ଦଳରୁ ଶୁକ୍ରବାର ବହିଷ୍କାର କରିଦିଆଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ଲାଗି ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଦସ୍ତଖତ ସମ୍ବଳିତ ଚିଠିରେ ଉଲ୍ଲେଖ କରାଯାଇଛି। ସଞ୍ଜୟଙ୍କ ବହିଷ୍କାର ଆଦେଶକୁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଗୃହିତ କରିଛନ୍ତି। The post ସଞ୍ଜୟ ତ୍ରିପାଠୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ appeared first on Dharitri Odia News.

ସଞ୍ଜୟ ତ୍ରିପାଠୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର, ୩୧।୫(ସୁନିତ୍‌ ମିଶ୍ର): କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀଙ୍କୁ ଦଳରୁ ଶୁକ୍ରବାର ବହିଷ୍କାର କରିଦିଆଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ଲାଗି ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଦସ୍ତଖତ ସମ୍ବଳିତ ଚିଠିରେ ଉଲ୍ଲେଖ କରାଯାଇଛି। ସଞ୍ଜୟଙ୍କ ବହିଷ୍କାର ଆଦେଶକୁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଗୃହିତ କରିଛନ୍ତି।

The post ସଞ୍ଜୟ ତ୍ରିପାଠୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ appeared first on Dharitri Odia News.