ସଞ୍ଜୟ ସିଂଙ୍କୁ ଝଟକା, ମିଳିଲାନି ଜାମିନ୍‌

ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଶୁକ୍ରବାର ଝଟକା ଲାଗିଛି। ସଞ୍ଜୟ ସିଂଙ୍କ ଜାମିନ୍‌ ଆବେଦନକୁ ରୌଜ୍‌ ଏଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଗୁରୁବାର ଏଏପି ନେତା ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୧ରେ କୋର୍ଟ ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ ୧୦ ଦିନ ବୃଦ୍ଧି କରିଥିଲେ। ଅନେକ ଘଣ୍ଟା ଧରି ଚଢାଉ […] The post ସଞ୍ଜୟ ସିଂଙ୍କୁ ଝଟକା, ମିଳିଲାନି ଜାମିନ୍‌ appeared first on Dharitri Odia News.

ସଞ୍ଜୟ ସିଂଙ୍କୁ ଝଟକା, ମିଳିଲାନି ଜାମିନ୍‌

ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଶୁକ୍ରବାର ଝଟକା ଲାଗିଛି। ସଞ୍ଜୟ ସିଂଙ୍କ ଜାମିନ୍‌ ଆବେଦନକୁ ରୌଜ୍‌ ଏଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଗୁରୁବାର ଏଏପି ନେତା ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୧ରେ କୋର୍ଟ ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ ୧୦ ଦିନ ବୃଦ୍ଧି କରିଥିଲେ। ଅନେକ ଘଣ୍ଟା ଧରି ଚଢାଉ ଏବଂ ପଚରାଉଚରା ପରେ ଇଡି ଅକ୍ଟୋବର ୪ରେ ଏଏପି ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା।

The post ସଞ୍ଜୟ ସିଂଙ୍କୁ ଝଟକା, ମିଳିଲାନି ଜାମିନ୍‌ appeared first on Dharitri Odia News.