ସଟର୍ କାଟି ସୁନା ଅଳଙ୍କାର ଲୁଟି ନେଲେ
ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ନୂଆଗାଁ ଛକ ଗହଣା ଦୋକାନରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ଗହଣା ଦୋକାନରୁ ସଟର କାଟି ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।