ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ସାବରଙ୍ଗ,୫।୪(କାଳିପଦ ରାୟ): ବାସୁଦେବପୁର ପୌରାଞ୍ଚଳ ଅଧୀନ ଜାମଝାଡି ଧାମରା ରାସ୍ତାର ଗୁଆଗାଁ ଛକଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଣ୍ଡୁଆ ପଞ୍ଚାୟତର ୨୫ ବର୍ଷୀୟ ପଦ୍ମଲୋଚନ ଦଳେଇ। ଅନ୍ୟ ଜଣେ ଯୁବକ ସତ୍ୟଜିତ ମହାନ୍ତି ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି। ଦୁହେଁ ବାଇକରେ ବାସୁଦେବପୁର ଆସୁଥିବାବେଳେ ରାସ୍ତାରେ ଛିଡା ହୋଇଥିବା ଡମ୍ପରକୁ ଧକ୍କା ଦେଇଥିଲେ। The post ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର appeared first on Dharitri Odia News.

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ସାବରଙ୍ଗ,୫।୪(କାଳିପଦ ରାୟ): ବାସୁଦେବପୁର ପୌରାଞ୍ଚଳ ଅଧୀନ ଜାମଝାଡି ଧାମରା ରାସ୍ତାର ଗୁଆଗାଁ ଛକଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଣ୍ଡୁଆ ପଞ୍ଚାୟତର ୨୫ ବର୍ଷୀୟ ପଦ୍ମଲୋଚନ ଦଳେଇ। ଅନ୍ୟ ଜଣେ ଯୁବକ ସତ୍ୟଜିତ ମହାନ୍ତି ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି। ଦୁହେଁ ବାଇକରେ ବାସୁଦେବପୁର ଆସୁଥିବାବେଳେ ରାସ୍ତାରେ ଛିଡା ହୋଇଥିବା ଡମ୍ପରକୁ ଧକ୍କା ଦେଇଥିଲେ।

The post ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର appeared first on Dharitri Odia News.