ସଡ଼କ ଦୁର୍ଘଟଣାରେ ୨ ହକି ଖେଳାଳୀ ମୃତ

ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ୨ଜଣ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ଟପକରା କତେଇବରା ନିକଟରେ ଦୁର୍ଘଟଣା ଘଟି ୨ଜଣ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଛି। ତେଲ ଟ୍ୟାଙ୍କର ଧକ୍କାରେ ୨ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ୨ ହକି ଖେଳାଳୀ ସୁମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ବୋଲି ଜଣାପଡ଼ିଛି। ମୃତକ  ସୁମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ହକି ଖେଳି ଛତିଶଗଡ଼ ବଲୁଆବାହାଲ ଗାଁରୁ ଫେରୁଥିଲେ। ହକି ଖେଳାଳୀ […]

ସଡ଼କ ଦୁର୍ଘଟଣାରେ ୨ ହକି ଖେଳାଳୀ ମୃତ

ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ୨ଜଣ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ଟପକରା କତେଇବରା ନିକଟରେ ଦୁର୍ଘଟଣା ଘଟି ୨ଜଣ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଛି। ତେଲ ଟ୍ୟାଙ୍କର ଧକ୍କାରେ ୨ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ୨ ହକି ଖେଳାଳୀ ସୁମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ବୋଲି ଜଣାପଡ଼ିଛି। ମୃତକ  ସୁମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ହକି ଖେଳି ଛତିଶଗଡ଼ ବଲୁଆବାହାଲ ଗାଁରୁ ଫେରୁଥିଲେ। ହକି ଖେଳାଳୀ ତଳସରା ରାମପୁର ପଞ୍ଚାୟତ ନିମଡିହି ଗାଁର ବୋଲି ଜଣାପଡ଼ିଛି।