ସଡ଼କ ଦୁର୍ଘଟଣାରେ ୩ ଗୁରୁତର
ହିଞ୍ଜିଳିକାଟୁ, ୧୮।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ବେଲଗାଁ ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ମାନେ ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ମାନଙ୍କୁ ବେଲଗାଁ ପୋଲିସ ଉପସ୍ଥିତିରେ ଆମ୍ବୁଲାନ୍ସ ସାହାଯ୍ୟରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଦୁଇ ଜଣ ବ୍ୟକ୍ତି କୁକୁଡ଼ାଖଣ୍ଡି ବ୍ଲକ ଅନ୍ନତର୍ଗତ ମସିଆଖାଲି ଗ୍ରାମର ବୋଲି ସୂଚନା ମିଳିଛି। ଖବରଲେଖା […] The post ସଡ଼କ ଦୁର୍ଘଟଣାରେ ୩ ଗୁରୁତର appeared first on Dharitri Odia News.
ହିଞ୍ଜିଳିକାଟୁ, ୧୮।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ବେଲଗାଁ ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ମାନେ ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ମାନଙ୍କୁ ବେଲଗାଁ ପୋଲିସ ଉପସ୍ଥିତିରେ ଆମ୍ବୁଲାନ୍ସ ସାହାଯ୍ୟରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଦୁଇ ଜଣ ବ୍ୟକ୍ତି କୁକୁଡ଼ାଖଣ୍ଡି ବ୍ଲକ ଅନ୍ନତର୍ଗତ ମସିଆଖାଲି ଗ୍ରାମର ବୋଲି ସୂଚନା ମିଳିଛି। ଖବରଲେଖା ସୁଦ୍ଧା ଗୁରୁତର ମାନଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିନାହିଁ। ପୋଲିସ ତଦନ୍ତ ଚଳାଇଛି।
The post ସଡ଼କ ଦୁର୍ଘଟଣାରେ ୩ ଗୁରୁତର appeared first on Dharitri Odia News.