ସତ୍ୟ ପ୍ରକାଶ ଚିଫ୍‌ ଡି’ ମିଶନ ନିଯୁକ୍ତ

ନୂଆଦିଲ୍ଲୀ, ୨୧ା୮: ଆଗାମୀ ପ୍ୟାରିସ ପାରାଲିମ୍ପିକ୍ସ ପାଇଁ ପାରାଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ଉପସଭାପତି ସତ୍ୟ ପ୍ରକାଶ ସାଙ୍ଗଓ୍ବାନଙ୍କୁ ମଙ୍ଗଳବାର ଭାରତୀୟ ଦଳର ଚିଫ ଡି’ ମିଶନ ଭାବେ ନିଯୁକ୍ତି ଦିଆଯାଇଛି। ପାରାଲିମ୍ପିକ୍ସ ଆନ୍ଦୋଳନରେ ଦଶନ୍ଧି ଧରି ଅଭିଜ୍ଞତା ରହିଛି। ଚିଫ ଡି ମିଶନ ଭାବେ ସେ ୧୨ଟି ଖେଳ ପାଇଁ ମନୋନୀତ ୮୪ ଜଣିଆ ସର୍ବବୃହତ୍‌ ଭାରତୀୟ ଦଳର ସେ ନେତୃତ୍ୱ ନେବେ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ବଡ଼ […] The post ସତ୍ୟ ପ୍ରକାଶ ଚିଫ୍‌ ଡି’ ମିଶନ ନିଯୁକ୍ତ appeared first on Dharitri Odia News.

ସତ୍ୟ ପ୍ରକାଶ ଚିଫ୍‌ ଡି’ ମିଶନ ନିଯୁକ୍ତ

ନୂଆଦିଲ୍ଲୀ, ୨୧ା୮: ଆଗାମୀ ପ୍ୟାରିସ ପାରାଲିମ୍ପିକ୍ସ ପାଇଁ ପାରାଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ଉପସଭାପତି ସତ୍ୟ ପ୍ରକାଶ ସାଙ୍ଗଓ୍ବାନଙ୍କୁ ମଙ୍ଗଳବାର ଭାରତୀୟ ଦଳର ଚିଫ ଡି’ ମିଶନ ଭାବେ ନିଯୁକ୍ତି ଦିଆଯାଇଛି। ପାରାଲିମ୍ପିକ୍ସ ଆନ୍ଦୋଳନରେ ଦଶନ୍ଧି ଧରି ଅଭିଜ୍ଞତା ରହିଛି। ଚିଫ ଡି ମିଶନ ଭାବେ ସେ ୧୨ଟି ଖେଳ ପାଇଁ ମନୋନୀତ ୮୪ ଜଣିଆ ସର୍ବବୃହତ୍‌ ଭାରତୀୟ ଦଳର ସେ ନେତୃତ୍ୱ ନେବେ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ବଡ଼ ସଫଳତା ହାସଲ କରିବ ବୋଲି ପିସିଆଇ ସଭାପତି ଦେବେନ୍ଦ୍ର ଝାଝାରିଆ ଆଶା ପ୍ରକାଶ କରି କହିଛନ୍ତି।

The post ସତ୍ୟ ପ୍ରକାଶ ଚିଫ୍‌ ଡି’ ମିଶନ ନିଯୁକ୍ତ appeared first on Dharitri Odia News.