ସପ୍ତାହକରେ ୧୭୦ ଟଙ୍କା ମହଙ୍ଗା ହେଲାଣି କ୍ରୁଡ୍ ଓଏଲ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ଲିଟର ପିଛା ଦାମ୍ ?
ନୂଆଦିଲ୍ଲୀ ୧୧।୦୫ : ଖାଉଟିଙ୍କୁ ଲାଗିଲାଣି ଝଟ୍କା । ବଢିଲାଣି ପେଟ୍ରୋଲ ଦର । ଏକ ସପ୍ତାହ ମଧ୍ୟରେ ଅଶୌଧିତ ତୈଳ ଦରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ସପ୍ତାହକ ମଧ୍ୟରେ ୨ ଡଲାର ମାନେ ପାଖାପାଖି ୧୭୦ ଟଙ୍କା ବୃଦ୍ଧି ହୋଇସାରିଲାଣି । ବର୍ତ୍ତମାନ ସମୟରେ ଅଶୌଧିତ ତୈଳ ଦର ପ୍ରତି ବ୍ୟାରେଲ୍ ପିଛା ୬୧-୬୩ ଡଲାର ମଧ୍ୟରେ ରହୁଛି । ଏହାସହିତ ଆସନ୍ତୁ ଜାଣି ମେ ୧୧ ତାରିଖରେ ଦେଶର ତୈଳ କମ୍ପାନୀମାନଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଦର ବିଷୟରେ...